ନରେନ୍ଦ୍ର ମୋଦୀଙ୍କ ୫୩ତ୍ତମ ମନ କି ବାତ୍ କାର୍ଯ୍ୟକ୍ରମ

February 24, 2019, ଦେଶଦୁନିଆ, , Bhagyaprabha News Bureau
ନରେନ୍ଦ୍ର ମୋଦୀଙ୍କ ୫୩ତ୍ତମ ମନ କି ବାତ୍ କାର୍ଯ୍ୟକ୍ରମ
Bhagyaprabha News Bureau
February 24, 2019

ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଆଜି ୫୩ତମ ମନ୍ କି ବାତ କାର୍ଯ୍ୟକ୍ରମରେ ପୁଲୱାମା ଆତଙ୍କୀ ହମଲାରେ ସହିଦ ହୋଇଥିବା ଯବାନ ମାନଙ୍କ ବିରତ୍ୱର ଗାଥା ବିଷୟରେ ଉଦ୍ ବୋଧନ ଦେଇଛନ୍ତି ।ଦୂରଦର୍ଶନ ଓ ଆକାଶବାଣୀ ରେ ପ୍ରସାରିତ ମନ୍ କି ବାତ କାର୍ଯ୍ୟକ୍ରମରେ ପୁଲୱାମାର ଆକ୍ରମଣର ଦୃଢ ନିନ୍ଦା କରିଛନ୍ତି । ଯବାନ ମାନେ ଦେଶ ପାଇଁ ସହିଦ ହୋଇ ନିଜର ବିରତ୍ୱ ଓ ପରାକାଷ୍ଟା ଦେଖାଇଛନ୍ତି । ସହିଦ ଯବାନଙ୍କ ପରିବାର ଲୋକଙ୍କୁ ମୋଦି ପ୍ରଶଂସା କରିଛନ୍ତି । ଜଗତସିଂହ ପୁର ପ୍ରଶନ୍ନ ସାହୁଙ୍କ ପତ୍ନୀ ନିଜ ପୁଅକୁ ସିଆରପିଏଫ୍ ରେ ଭର୍ତ୍ତି କରିବାକୁ ମନ ବଳାଇଥିବାରୁ ମୋଦି ସରକାର ପ୍ରଶଂସା କରିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟର ୪୮ ଘଣ୍ଟା ମଧ୍ୟରେ ବର୍ଷା ସାଙ୍କକୁ କୁଆ ପଥର ମାଡର ସମ୍ଭାବନା

ରାଜ୍ୟର ୪୮ ଘଣ୍ଟା ମଧ୍ୟରେ ବର୍ଷା ସାଙ୍କକୁ କୁଆ ପଥର ମାଡର ସମ୍ଭାବନା

Read More...

ଭାଜପାସହ ମେଣ୍ଟ ହେବା ପରେ ଦଳୀୟ କର୍ମିକୁ ନିର୍ଦ୍ଦେଶ ଦେଲେ ଶିବସେନା ମୂଖ୍ୟ ଉଦ୍ଧବ ଠାକ୍ ରେ

ଭାଜପାସହ ମେଣ୍ଟ ହେବା ପରେ ଦଳୀୟ କର୍ମିକୁ ନିର୍ଦ୍ଦେଶ ଦେଲେ ଶିବସେନା ମୂଖ୍ୟ ଉଦ୍ଧବ ଠାକ୍ ରେ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: