କରୋନା ଯୁଦ୍ଧା ପ୍ରଶାସନକୁ ସମ୍ବର୍ଦ୍ଧନା ଜଣାଇଲେ ଗ୍ରାମବାସୀ

April 16, 2020, ଓଡ଼ିଶା, ଗଞ୍ଜାମ, Kiran Behera
କରୋନା ଯୁଦ୍ଧା ପ୍ରଶାସନକୁ ସମ୍ବର୍ଦ୍ଧନା ଜଣାଇଲେ ଗ୍ରାମବାସୀ
Kiran Behera
[ Reporter,Digapahandi ]
Bhagyaprabha News Bureau
April 16, 2020

ସାରା ରାଜ୍ୟରେ ଏବେ କରୋନା ବିଭୀଷିକା ନିଜର ବିସ୍ତାର କରିଥିବା ସମୟରେ ରାଜ୍ଯ ତଥା ଜିଲ୍ଲା ଗୁଡିକର ପ୍ରଶାସନିକ ଅଧିକାରୀ ମାନେ ରାତିଦିନ ଏକ କରି ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ନିଜର କର୍ତ୍ତବ୍ୟ କରି ଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ଗୁରୁବାର ଦିନ ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ପଦ୍ମନାଭପୁର ଗ୍ରାମରେ ସଚେତନ କରାଇବା ନିମନ୍ତେ ଚିକିଟି ଏସଡିପିଓ ସୁରେନ୍ଦ୍ରନାଥ ମୁର୍ମୁ , ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀ , ତହସିଲଦାର ଅଦୈତ୍ୟ କୁମାର ସ୍ବାଇଁ , କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ ଗ୍ରାମରେ ପହଞ୍ଚିବା ପରେ ଗ୍ରାମର ମହିଳା ଓ ପୁରୁଷମାନେ ନିଜ ଘର ବାରଣ୍ଡାରେ ରହି ସ୍ବାଗତ ଜଣାଇବା ସହ ପୁଷ୍ପଦେଇ ସମ୍ବର୍ଦ୍ଧିତ କରିଥିଲେ ।


1587044608.jpg


ସରପଞ୍ଚ ବି କ୍ରିଷ୍ଣା ରାଓ ସୁବୁଦ୍ଧିଙ୍କ ନେତୃତ୍ବରେ ସମିତି ସଭ୍ୟ ସୁଶାନ୍ତ ସେଠୀ କିଛି ବୟୋଜ୍ୟେଷ୍ଠ ବ୍ୟକ୍ତି ଉପସ୍ଥିତ ରହିଥିଲେ । ଏଥିସହ ଚୈତନପୁର ଗ୍ରାମରେ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିବା ଜଣାପଡ଼ିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କରୋନା ମୁକାବିଲା ପାଇଁ ମନ୍ତ୍ରୀ ସ୍ତରୀୟ ବୈଠକ

କରୋନା ମୁକାବିଲା ପାଇଁ ମନ୍ତ୍ରୀ ସ୍ତରୀୟ ବୈଠକ

Read More...

କେନ୍ଦୁଝର ଓ ବାରିପଦା କୋଭିଡ ହସ୍ପିଟାଲ ନିରୀକ୍ଷଣ କଲେ ୫ଟି ସଚିବ

କେନ୍ଦୁଝର ଓ ବାରିପଦା କୋଭିଡ ହସ୍ପିଟାଲ ନିରୀକ୍ଷଣ କଲେ ୫ଟି ସଚିବ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: