ବାଲେଶ୍ୱର ସହରର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

April 19, 2020, ଓଡ଼ିଶା, ବାଲେଶ୍ବର, BHAGYAPRABHA NEWS
ବାଲେଶ୍ୱର ସହରର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
BHAGYAPRABHA NEWS
[ INPUT ]
Bhagyaprabha News Bureau
April 19, 2020

ଗତକାଲି ବାଲେଶ୍ୱରରୁ ପ୍ରଥମ କରୋନା ପଜେଟିଭ ଚିହ୍ନଟ ହେବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧ରେ ପହଞ୍ଚିଛି । ବାଲେଶ୍ୱରରୁ ପଜିଟିଭ ଚିହ୍ନଟ ହେବା ପରେ ସହରର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଏଥିଲାଗି ୩ଟି ୱାର୍ଡର ୯ଟି ପ୍ରବେଶ ପଥକୁ ଜିଲ୍ଲା ପ୍ରଶାସନ ସିଲ୍ କରିଥିବା ଜଣାଯାଇଛି। ସୁଚନାନୁସାରେ , ଆକ୍ରାନ୍ତଜଣକ ନିଳିଆବାଗ ଅଞ୍ଚଳର ହୋଇଥିବାରୁ ଉକ୍ତ ଅଞ୍ଚଳର ପ୍ରବେଶ ଓ ପ୍ରସ୍ଥାନ ପଥକୁ ସିଲ୍ କରିଛି ପୋଲିସ । ଏହା ସହ ଚିଡିଆପୋଲ ନିକଟରୁ ରାଣୀପାଟଣା ଛକ ଏବଂ ଶ୍ରୀନିକ୍ସ କଲେଜ ନିକଟସ୍ଥ ମହାନାଳ ଯାଏ ସିଲ୍ କରାଯାଇଛି ।ଲୋକେ ଘରୁ ନ ବାହାରିବାକୁ ଏନେଇ ମାଇକ୍ ଯୋଗେ ପ୍ରଚାର କରାଯାଉଛି। ସଂପୃକ୍ତ ଅଞ୍ଚଳରୁ କରୋନା ପଜିଟିଭ ବାହାରିବା ପରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଞ୍ଜାମରେ  ଲକଡାଉନ କଟକଣାରେ କୋହଳ

ଗଞ୍ଜାମରେ ଲକଡାଉନ କଟକଣାରେ କୋହଳ

Read More...

ଆଜିଠାରୁ ଭିମ୍‌ସାରରେ କୋଭିଡ୍‌ ଟେଷ୍ଟ ଆରମ୍ଭ

ଆଜିଠାରୁ ଭିମ୍‌ସାରରେ କୋଭିଡ୍‌ ଟେଷ୍ଟ ଆରମ୍ଭ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: