କେମିତି କଟିବ ଆଜିର ଦିନ-ସୋମବାର: ମନ ବିଚଳିତ ରହିବ

January 14, 2019, ଓଡ଼ିଶା, , Bhagyaprabha News Bureau
କେମିତି କଟିବ ଆଜିର ଦିନ-ସୋମବାର: ମନ ବିଚଳିତ ରହିବ
Bhagyaprabha News Bureau
January 14, 2019

ମେଷ:ମନ ବିଚଳିତ ରହିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ।


ବୃଷ:ଦିନଟି ଭଲରେ କଟିବ। ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ। ନୂତନ କାର୍ଯ୍ୟରେ ଯୋଗ ଦେଇପାରନ୍ତି।


ମିଥୁନ:ମନରେ ଦ୍ୱନ୍ଦ୍ୱ ରହିବ। ପେଟରେ ଯନ୍ତ୍ରଣା ହୋଇପାରେ। ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ।


କର୍କଟ:ଅଳସୁଆ ଲାଗିବ। କୌଣସି କାର୍ଯ୍ୟ କରିବାକୁ ଇଚ୍ଛା ହେବ ନାହିଁ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ।


ସିଂହ:ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ଯାତ୍ରା କରନ୍ତୁ ନାହିଁ। ଦୁର୍ଘଟଣା ଘଟିବ। ସତର୍କ ରୁହନ୍ତୁ।


କନ୍ୟା:ମାନ-ସମ୍ମାନ ବଢ଼ିବ। ଶରୀର ସୁସ୍ଥ ରହିବ। ଆର୍ଥିକସ୍ଥିତି ସ୍ୱଚ୍ଛଳ ରହିବ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ।


ତୁଳା:ଦିନଟି ଭଲରେ କଟିବ। ଆତ୍ମବିଶ୍ୱାସ ବଢ଼ିବ। ମନ ଶାନ୍ତ ରହିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।


ବିଚ୍ଛା:ବିଦ୍ୟାର୍ଥୀମାନେ ପାଠପଢ଼ାରେ ଭଲ ପ୍ରଦର୍ଶନ କରିବେ। ମାଲିମକଦ୍ଦମାରେ ବିଜୟୀ ହେବେ। ଆଖିରେ ଯନ୍ତ୍ରଣା ଅନୁଭବ କରିବେ।


ଧନୁ:ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ମଧ୍ୟାହ୍ନ ପରେ ଶୁଭଫଳ ମିଳିବ। ପ୍ରତିଦ୍ୱନ୍ଦୀଙ୍କୁ ପରାସ୍ତ କରିବେ।


ମକର:ଧନପ୍ରାପ୍ତି ଯୋଗ ରହିଛି। ଛାତ୍ରଛାତ୍ରୀମାନେ ଅଧିକ ପରିଶ୍ରମ କରିବେ। ଈଶ୍ୱରଙ୍କୁ ଆରାଧନା କରନ୍ତୁ।


କୁମ୍ଭ:ଆୟଠାରୁ ବ୍ୟୟ ଅଧିକ ହେବ।ନୂତନ ପୋଷାକ କିଣି ପାରନ୍ତି। ନକାରାତ୍ମକ ଚିନ୍ତାଧାରା ଠାରୁ ଦୂରେଇ ରୁହନ୍ତୁ।


ମୀନ:ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ। ଖାଦ୍ୟପେୟର ଯତ୍ନ ନିଅନ୍ତୁ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଙ୍ଗନୱାଡ଼ି କର୍ମୀଙ୍କ ଲାଗି ରାଜ୍ୟ ସରକାରଙ୍କ ବଡ଼ ପ୍ୟାକେଜ: ବିଜେପି କହିଲା କେନ୍ଦ୍ର ଦେଇଛି ପଇସା, ବିଜେଡି କଲା ଖଣ୍ଡନ,

ଅଙ୍ଗନୱାଡ଼ି କର୍ମୀଙ୍କ ଲାଗି ରାଜ୍ୟ ସରକାରଙ୍କ ବଡ଼ ପ୍ୟାକେଜ: ବିଜେପି କହିଲା କେନ୍ଦ୍ର ଦେଇଛି ପଇସା, ବିଜେଡି କଲା ଖଣ୍ଡନ,

Read More...

ଆଜି ମକର ସଂକ୍ରାନ୍ତି : ଜାଣନ୍ତୁ କାହିଁକି ସାରା ଦେଶରେ ପାଳନ କରାଯାଏ ଏହି ପର୍ବ

ଆଜି ମକର ସଂକ୍ରାନ୍ତି : ଜାଣନ୍ତୁ କାହିଁକି ସାରା ଦେଶରେ ପାଳନ କରାଯାଏ ଏହି ପର୍ବ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: