ଦିଗପହଣ୍ଡିରେ ଆଇନଜୀବି ଦିବସ ପାଳିତ

April 28, 2020, ଓଡ଼ିଶା, ଗଞ୍ଜାମ, Kiran Behera
ଦିଗପହଣ୍ଡିରେ ଆଇନଜୀବି ଦିବସ ପାଳିତ
Kiran Behera
[ Reporter,Digapahandi ]
Bhagyaprabha News Bureau
April 28, 2020

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ମଙ୍ଗଳବାର ମଧୁବାବୁ ଜୟନ୍ତୀ ଅବସରରେ ଆଇନଜୀବି ଦିବସ ପାଳିତ ହୋଇଯାଇଛି।ସଂଘର ପ୍ରାକ୍ତନ ସଭାପତି ରସାନନ୍ଦ ରାଉତ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭାରେ ମାଜିଷ୍ଟ୍ରେଟ ସଞ୍ଜୟ ଶୁଭବ୍ରତ ଆଚାର୍ଯ୍ୟ ଅତିଥି ଭାବେ ଯୋଗଦେଇ ମଧୁବାବୁଙ୍କ ଅମ୍ଳାନ ପ୍ରତିଭା ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ। ଆଇନଜୀବି ପ୍ରଭାକର ରାଉତ,ସୂର୍ଯ୍ୟନାରାୟଣ ସାହୁ, ଅଶେଷ ନାଥ ମିଶ୍ର , ସୁରେଶ ଚନ୍ଦ୍ର ସାହୁ, ହେମନ୍ତ କୁମାର ପାଣିଗ୍ରାହୀ , ରତ୍ନାକର ମେକାପ , ପରେଶ ଚନ୍ଦ୍ର ରଥ, ସତ୍ୟନାରାୟଣ ରଥ , ସନ୍ତୋଷ ସାହୁ, ସୁକାନ୍ତ ପ୍ରଧାନ, ଗିରିଜା ନନ୍ଦନ ରଥ, ମନୋରଞ୍ଜନ ପଣ୍ଡା , ପ୍ରଦୀପ ନାୟକ, ରାଜେନ୍ଦ୍ର ତ୍ରିପାଠୀ , ଲକ୍ଷ୍ମଣ ବେହେରା ପ୍ରମୁଖ ବହୁ ସଂଖ୍ୟକ ଆଇନଜୀବିଙ୍କ ସମେତ କୋର୍ଟ କର୍ମଚାରୀ ଭିକାରୀ ବେହେରା , କାଳିଆ ନାୟକ , କୋର୍ଟ ଏ ଏସ ଆଇ ଅମୂଲ୍ୟ ମିଶ୍ର ଉପସ୍ଥିତ ଥିଲେ। ଶେଷରେ ବିଜୟ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହାପି ବାର୍ଥ ଡେ ସାମନ୍ଥା

ହାପି ବାର୍ଥ ଡେ ସାମନ୍ଥା

Read More...

ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ଗଜପତି ଗସ୍ତ

ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ଗଜପତି ଗସ୍ତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: