ପୂର୍ବତନ ସରପଞ୍ଚଙ୍କ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ

May 03, 2020, ଅପରାଧ, ଗଞ୍ଜାମ, Kiran Behera
ପୂର୍ବତନ ସରପଞ୍ଚଙ୍କ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ
Kiran Behera
[ Reporter,Digapahandi ]
Bhagyaprabha News Bureau
May 03, 2020

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ବି . ତୁରୁବୁଡି ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ନାମରେ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ ହୋଇଥିବା ଜଣାପଡିଛି । ଖବରପ୍ରକାରେ , ପଞ୍ଚାୟତର ପୂର୍ବତନ ସରପଞ୍ଚ ଭାବେ ସ୍ବାମୀ କେ . ସଞ୍ଜୀବ ରେଡ୍ଡୀ ଓ ତାଙ୍କ ସ୍ତ୍ରୀ ମହିଳା ସରପଞ୍ଚ କେ. ଉର୍ବଶୀ ରେଡ୍ଡୀ ନିର୍ବାଚିତ ହୋଇଥିଲେ । ଗ୍ରାମର କିଛି ଲୋକଙ୍କ କହିବାନୁଯାୟୀ , ପୂର୍ବତନ ସରପଞ୍ଚ ଶ୍ରୀ ରେଡ୍ଡୀଙ୍କ ବି . ତୁରୁବୁଡି ସାଲିଆ ସାହିରେ ନିଜ ଦୁଇ ମୋହଲା କୋଠାଘର ଥିବା ସତ୍ତ୍ବେ ତାଙ୍କ ସ୍ତ୍ରୀ ଶ୍ରୀମତୀ କେ. ଉର୍ବଶୀ ରେଡ୍ଡୀଙ୍କ ନାମକୁ ହିତାଧିକାରୀ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି । ଏନେଇ ବ୍ଲକ୍ ତରଫରୁ ପ୍ରକାଶିତ ଆବାସ ଯୋଜନା ତାଲିକାର କ୍ରମିକ ନଂ ୧୧୪ ରେ ଉକ୍ତ ମହିଳାଙ୍କ ନାମ ରହିଥିବା ନେଇ ଗ୍ରାମରେ ଉଦବେଗ ପ୍ରକାଶ ପାଇଥିବା ଜଣାପଡିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କେନ୍ଦୁଝରରେ ଆଉ ଜଣେ କରୋନା ପଜିଟିଭ

କେନ୍ଦୁଝରରେ ଆଉ ଜଣେ କରୋନା ପଜିଟିଭ

Read More...

 ରାୟଗଡ ପ୍ରେସ ୟୁନିୟନ ତରଫରୁ କରୋନା ସଚେତନତା କାର୍ଯ୍ୟ

ରାୟଗଡ ପ୍ରେସ ୟୁନିୟନ ତରଫରୁ କରୋନା ସଚେତନତା କାର୍ଯ୍ୟ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: