ଏଇ ମାଟିର ରାଣ, ଦେଶକୁ ନଇଁ ବାକୁ ଦେବିନାହିଁ : ମୋଦୀଙ୍କ ହୁଙ୍କାର

February 26, 2019, ଦେଶଦୁନିଆ, , Bhagyaprabha News Bureau
ଏଇ ମାଟିର ରାଣ, ଦେଶକୁ ନଇଁ ବାକୁ ଦେବିନାହିଁ : ମୋଦୀଙ୍କ ହୁଙ୍କାର
Bhagyaprabha News Bureau
February 26, 2019

ପୁଲୱାମା ଆତଙ୍କୀ ବିଷ୍ପୋରଣରେ ୪୦ ଜଣ ଯବାନ ସହିଦ୍ ହେବା ଘଟଣାକୁ ବିଶ୍ୱବାସୀ ତିବ୍ରନିନ୍ଦା କରିବା ସହ ଆତଙ୍କବାଦୀକୁ ସମୂଳେ ବିନାଶ କରିବା ପାଇଁ ସୋସିଆଲ୍ ମିଡିଆ ରେ ଜନସାଧାରଣ ଦାବି କରିଥିଲେ । ପୁଲୱାମା ଆକ୍ରମଣ ପରେ ମୋଦୀ ସରକାର ସୂଚନା ଦେଇଥିଲେ ଭାରତୀୟ ଯବାନଙ୍କ ପ୍ରାଣବଳି ବ୍ୟର୍ଥ ହେବନି ଏହା ସହିତ ଆତଙ୍କବାଦୀ ମାନେ ଯବାନ ଉପରେ ଭୟାନକ ବିଷ୍ପୋରଣ କରି କିଛି ଠିକ୍ କରିନାହାନ୍ତି ସେମାନଙ୍କୁ ବହୁମୂଲ୍ୟ ଦେବାକୁ ପଡିବ ବୋଲି କହିଥିଲେ । ପୁଲୱାମା ଆକ୍ରମଣର ଠିକ୍ ୧୨ ଦିନ ପରେ ଭାରତୀୟ ବାୟୁ ସେନାର ଯୁଦ୍ଧ ବିମାନ ମଙ୍ଗଳବାର ସକାଳେ ପାକିସ୍ତାନ ଅଧିକୃତ ଅଞ୍ଚଳରେ ୧୦୦୦ କିଲୋଗ୍ରାମରୁ ଅଧିକ ବୋମା ବିଷ୍ପୋରଣ କରିବା ସହ ୨୦୦ ରୁ ୩୦୦ ଆତଙ୍କବାଦୀ ନିପାତ ହେବା ସୂଚନା ମିଳିଛି । ଭାରତୀୟ ବାୟୁ ସେନାର ଏହି ଆକ୍ରମଣ ପରେ ରାଜସ୍ଥାନର ଚୁରୁରେ ଜନ ସମାବେଶକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ସମ୍ବୋଧିତ କରିଥିଲେ । ବାୟୁ ସେନାର ଆକ୍ରମଣ ର ମୋଦୀଙ୍କ ଏହା ପ୍ରଥମ ଜନସଭା । ଏହି ଦେଶ ଠାରୁ ଆଉ କିଛି ମହାନ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଜନସଭାରେ କହିଛନ୍ତି । ଶେଷରେ ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜେପେୟୀଙ୍କ ଏକ କବିତା ପାଠ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସିନେ ଅଭିନେତା ,ଅଭିନେତ୍ରୀ, ନିର୍ଦ୍ଦେଶକଙ୍କୁ ମିଳିବ ରାଜ୍ୟ ଚଳଚ୍ଚିତ୍ର ସମ୍ମାନ

ସିନେ ଅଭିନେତା ,ଅଭିନେତ୍ରୀ, ନିର୍ଦ୍ଦେଶକଙ୍କୁ ମିଳିବ ରାଜ୍ୟ ଚଳଚ୍ଚିତ୍ର ସମ୍ମାନ

Read More...

ଅଯୋଧ୍ୟା ମାମଲାର ଶୁଣାଣୀ ଆରମ୍ଭ କଲା ସୁପ୍ରିମକୋର୍ଟ

ଅଯୋଧ୍ୟା ମାମଲାର ଶୁଣାଣୀ ଆରମ୍ଭ କଲା ସୁପ୍ରିମକୋର୍ଟ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: