ମୟୂରଭଞ୍ଜ ରେ ଆଉ ୩ ପଜିଟିଭ ଚିହ୍ନଟ

May 09, 2020, ଓଡ଼ିଶା, ମୟୁରଭଞ୍ଜ, BHAGYAPRABHA NEWS
ମୟୂରଭଞ୍ଜ ରେ ଆଉ ୩ ପଜିଟିଭ ଚିହ୍ନଟ
BHAGYAPRABHA NEWS
[ INPUT ]
Bhagyaprabha News Bureau
May 09, 2020

ମୟୂରଭଞ୍ଜ ରେ ଆଉ ୩ ପଜିଟିଭ ଚିହ୍ନଟ ହେବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮୭କୁ ବୃଦ୍ଧି ପାଇଛି । ଅନ୍ୟପଟେ ଏହାପୂର୍ବରୁ ଆଜି ସକାଳେ ଚିହ୍ନଟ ହୋଇଥିବା ୧୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଗଂଜାମରୁ ୧୨ ଜଣ ହୋଇଥିବା ବେଳେ ଭଦ୍ରକ ଏବଂ ସୁନ୍ଦରଗଡରୁ ଜଣେ ଲେଖାଏଁ ଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୁଚନାଯୋଗ୍ୟ ,ମୟୁରଭଂଜରୁ ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ୭କୁ ବୃଦ୍ଧି ପାଇଛି । ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ଜଣାପଡିଛି ।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୋଲିସ ଓ ଅବକାରୀ ବିଭାଗର ଚଢାଉ

ପୋଲିସ ଓ ଅବକାରୀ ବିଭାଗର ଚଢାଉ

Read More...

ଦିଲ୍ଲୀରେ  ଫସିଥିବା ପ୍ରବାସୀଙ୍କୁ ଘରେ ପହଂଚାଇବା ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ବହନ କରିବେ କେଜ୍ରିୱାଲ ସରକାର

ଦିଲ୍ଲୀରେ ଫସିଥିବା ପ୍ରବାସୀଙ୍କୁ ଘରେ ପହଂଚାଇବା ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ବହନ କରିବେ କେଜ୍ରିୱାଲ ସରକାର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: