ଅନ୍ଧ ବିଶ୍ୱାସ : ଜ୍ୱର ଭଲ ହେବା ପାଇଁ ଶିଶୁକୁ ଚେଙ୍କ

February 26, 2019, ଅପରାଧ, ସୁନ୍ଦରଗଡ଼, Bhagyaprabha News Bureau
ଅନ୍ଧ ବିଶ୍ୱାସ : ଜ୍ୱର ଭଲ ହେବା ପାଇଁ ଶିଶୁକୁ ଚେଙ୍କ
Bhagyaprabha News Bureau
February 26, 2019

ଲୋକଙ୍କ ମନରେ ଅନ୍ଧ ବିଶ୍ୱାସର ଭାବନା ପାଇଁ ନିରିହ ଶିଶୁ ଦଣ୍ଡ ଭୋଗୁଛି । ଯନ୍ତ୍ରଣା ଉପରେ ପୁଣୀ ଯନ୍ତ୍ରଣା । ଏ ଭଳି ଏକ ଦୁଖଦ ଘଟଣା ଘଟିଛି । କେତେ ବେଳେ ଗୁଣୀ ଗାରେଡି ସଂନ୍ଦେହରେ ନିରିହ ଲୋକଙ୍କୁ ହତ୍ୟା କରାଯାଉଛି ତ କେଉଁ ସମୟରେ ଜ୍ୱର ଭଲ ହେବା ପାଇଁ ନିରିହ ଶିଶୁକୁ ଚେଙ୍କ ଦିଆଯାଉଛି । ଏଭଳି ଏକ ଦୁଖଦ ଓ ଲଜ୍ଜ୍ୟାକର ଖବର ସୁନ୍ଦରଗଡ ଜିଲ୍ଳାର ୁଆସିଛି । ସୁନ୍ଦରଗଡ ଜିଲ୍ଳା କୋଇଡରା ଅଞ୍ଚଳରେ ଏକ ଶିଶୁ ର ଜ୍ୱର ଭଲ କରିଦେବା ପାଇଁ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି । ଦିର୍ଘ ଦିନ ଧରି ସେ ଜ୍ୱ୍ରରେ ପୀଡିତ ଥିଲା । ପାଞ୍ଚମାସର ଶିଶୁ କନ୍ୟା ର ପେଟରେ ୭ ଟି ଚେଙ୍କ ଦିଆଯାଇଥିବା ଜଣାପଡିଛି । ଶିଶୁଟିର ଅବସ୍ଥା ସାଂଘାତିକ ହେବାରୁ ତାକୁ ରାଉରକେଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଶିଶୁୁ ଟିର ଅବସ୍ଥା ଭଲ ନଥିବା ଡାକ୍ତର କହିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦୁଇଦିନ ଝଡ଼ବର୍ଷା ସହିତ କୁଆପଥର ମାଡ ସମ୍ଭାବନା

ଦୁଇଦିନ ଝଡ଼ବର୍ଷା ସହିତ କୁଆପଥର ମାଡ ସମ୍ଭାବନା

Read More...

ଭାରତୀୟ ବାୟୁ ସେନାର ଆକ୍ରମଣରେ ପାକିସ୍ତାନ ଛାନିଆ , ଭାରତକୁ କଡା ଜବାବ ଦେବ -ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନଖାନ୍

ଭାରତୀୟ ବାୟୁ ସେନାର ଆକ୍ରମଣରେ ପାକିସ୍ତାନ ଛାନିଆ , ଭାରତକୁ କଡା ଜବାବ ଦେବ -ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନଖାନ୍

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: