ଆରପାରିରେ ଲୋକପ୍ରିୟ ଅଭିନେତା ଶଫିକ୍ ଅନସାରୀ

May 12, 2020, ମନୋରଞ୍ଜନ, , BHAGYAPRABHA NEWS
ଆରପାରିରେ ଲୋକପ୍ରିୟ ଅଭିନେତା ଶଫିକ୍ ଅନସାରୀ
BHAGYAPRABHA NEWS
[ INPUT ]
Bhagyaprabha News Bureau
May 12, 2020

ଲୋକପ୍ରିୟ ଟେଲିଭିଜନ ଅଭିନେତା ଶଫିକ୍ ଅନସାରୀଙ୍କ ମୁମ୍ବାଇରେ ଦେହାନ୍ତ ହୋଇଛି। ରବିବାର ଦିନ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଶଫିକ୍ ବହୁ ବର୍ଷ ଧରି କର୍କଟ ରୋଗ ପୀଡିତ ଥିଲେ । ଶେଷରେ ସେ କର୍କଟ ରୋଗ ବିରୋଧରେ ଲଢୁଥିବା ଯୁଦ୍ଧରେ ହାରି ଯାଇଛନ୍ତି । ମୁମ୍ବାଇରେ ତାଙ୍କର ଦେହାନ୍ତ ହୋଇଛି। କ୍ରାଇମ ପାଟ୍ରୋଲ ସିରିଏଲ୍‌ରୁ ଖ୍ୟାତି ପାଇଥିବା ଅଭିନେତା ଶାଫିକ୍ ଅନସାରୀଙ୍କ ମୁମ୍ବାଇର ମଦନପୁରା ଅଞ୍ଚଳର ବାସିନ୍ଦା ଥିଲେ । ଶଫିକ୍ ଅନସାରୀଙ୍କୁ ୫୨ ବର୍ଷ ହୋଇଥିଲା । ସେ ୩ ଝିଅ, ପତ୍ନୀ ଏବଂ ମାଙ୍କ ସହିତ ମୁମ୍ବାଇରେ ରହୁଥିଲେ । ଗତ ୨ ବର୍ଷ ଧରି ଶାଫିକ୍ କର୍କଟ ରୋଗ ସହ ଲଢୁଥିଲେ। କିଛି ମାସ ପୂର୍ବରୁ ତାଙ୍କ ଫୁସଫୁସରେ ସଂକ୍ରମଣ ହୋଇଥିଲା । ସେ ଆୟୁର୍ବେଦିକ ଔଷଧ ମଧ୍ୟ ନେଉଥିଲେ । କିନ୍ତୁ ଗତ ସନ୍ଧ୍ୟାରେ ସ୍ୱାସ୍ଥ୍ୟ ଖରାପ ହେବା ପରେ ହଠାତ୍ ତାଙ୍କର ମୃତ୍ୟୁ ହୋଇଥିଲା।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟରେ ଆଉ ୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଉ ୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

Read More...

ଆଜି ୬ଟି ସ୍ପେଶାଲ୍‌ ଟ୍ରେନ୍‌ରେ ରାଜ୍ୟକୁ ଫେରିବେ ପ୍ରବାସୀ ଓଡ଼ିଆ

ଆଜି ୬ଟି ସ୍ପେଶାଲ୍‌ ଟ୍ରେନ୍‌ରେ ରାଜ୍ୟକୁ ଫେରିବେ ପ୍ରବାସୀ ଓଡ଼ିଆ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: