୪୩ ଟି ସଙ୍ଗରୋଧ କେନ୍ଦ୍ରରେ ୧୪୩୧ ପ୍ରବାସୀ ଓଡିଆଙ୍କୁ ଥଇଥାନ

May 12, 2020, ଓଡ଼ିଶା, ଗଞ୍ଜାମ, Kiran Behera
୪୩ ଟି ସଙ୍ଗରୋଧ କେନ୍ଦ୍ରରେ ୧୪୩୧ ପ୍ରବାସୀ ଓଡିଆଙ୍କୁ ଥଇଥାନ
Kiran Behera
[ Reporter,Digapahandi ]
Bhagyaprabha News Bureau
May 12, 2020

କରୋନା ସଂକ୍ରମଣ ଭୂତାଣୁ ବର୍ତ୍ତମାନ ସାରା ବିଶ୍ୱରେ ବିପର୍ଯ୍ୟୟ ସୃଷ୍ଟି କରିବାରେ ଲାଗିଥିବା ଜଣାପଡିଛି । ଏଭଳି ସ୍ଥିତିରେ ସାରା ଦେଶରେ ଲକଡାଉନ୍ ପରିସ୍ଥିତି ଦେଖାଦେଇଛି । ଯାହାର ପ୍ରଭାବରେ ରାଜ୍ୟ ବାହାରେ ବହୁ ପ୍ରବାସୀ ଓଡ଼ିଆ ମାନେ ଫସି ରହିଥିଲେ । ବର୍ତ୍ତମାନ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ଅଣାଯାଇଛି । ଏହି ଅବସରରେ ଦିଗପହଣ୍ଡି ବ୍ଳକରେ ସର୍ବମୋଟ ୧୨୨ ଟି କୋଭିଡ ଆଶ୍ରୟସ୍ଥଳୀ ରହିଥିବା ବେଳେ ମଙ୍ଗଳବାର ଅପରାହ୍ନ ସୁଦ୍ଧା ବିଭିନ୍ନ ପଞ୍ଚାୟତ ଅଧିନରେ ଥିବା ୪୩ ଟି ସଙ୍ଗରୋଧ କେନ୍ଦ୍ରରେ ସୁରଟ , ଚେନ୍ନାଇ , ହାଇଦ୍ରାବାଦ , ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରୁ ଆସିଥିବା ୧୪୩୧ ପ୍ରବାସୀ ଓଡ଼ିଆଙ୍କୁ ବ୍ଳକ ପ୍ରଶାସନ ଉପସ୍ଥିତିରେ ଥଇଥାନ କରାଯାଇଥିବା ଜଣାପ




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
୨୦ ଲକ୍ଷ କୋଟି ଟଙ୍କାର  ଆର୍ଥିକ ପେକେଜ ଘୋଷଣା କଲେ ପ୍ରଧାନମନ୍ତ୍ରୀ

୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପେକେଜ ଘୋଷଣା କଲେ ପ୍ରଧାନମନ୍ତ୍ରୀ

Read More...

ରାଜ୍ୟର ଆଉ ୩୧ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟର ଆଉ ୩୧ କରୋନା ଆକ୍ରାନ୍ତ ସୁସ୍ଥ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: