ଗଞ୍ଜାମ ଜିଲ୍ଲାରେ ଭାୟାଭୟ ଅଗ୍ନିକାଣ୍ଡ , ୧୪ ବଖରା ଭସ୍ମିଭୁତ

May 13, 2020, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ଗଞ୍ଜାମ ଜିଲ୍ଲାରେ ଭାୟାଭୟ ଅଗ୍ନିକାଣ୍ଡ ,  ୧୪ ବଖରା ଭସ୍ମିଭୁତ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
May 13, 2020

ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅଳସୁଗ୍ରାମ ର ଖଇରଝୋଳରେ ଭାୟାଭୟ ଅଗ୍ନିକାଣ୍ଡ ଘଟିଛି l ଆଖି ପିଛୁଳାକେ ଘର କୁ ଘର ନିଆଁ 12 ଟି ପରିବାରର 14 ବଖରା ଘର ପୋଡି ଭସ୍ମିଭୁତ ହୋଇଥିବା ସୁଚନା ମିଳିଛି । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚିଲା ବେଳକୁ 12 ଟି ଘର ର 14 ବଖରା ସମେତ ଆସବସପତ୍ର ପୋଡି ପାଉଁଶ ହୋଇଥିବା ବେଳେଲକ୍ଷାଧିକ ଟଙ୍କା ର ସମ୍ପତି ନଷ୍ଟ ହୋଇଯାଇଛି । ସୂଚନା ପ୍ରକାରେ ଆଜି ସନ୍ଧ୍ୟା ସମୟରେ ରୋଷଇ ଶାଳ ରୁ ଅଗ୍ନିକାଣ୍ଡ ଘଟିଥିବା ଦୃଶ୍ୟ ସାହି ଲୋକ ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ଦମକଳ ବିଭାଗ ଙ୍କୁ ଖବର ଦେଇ ଯୁବକ ମାନେ ନିଆଁ କୁ ଆୟତ୍ତ କରିବାକୁ ଚେଷ୍ଟା କରି ଥିଲେ କିନ୍ତୁ ନିଆଁ ଏତେ ଭୟଙ୍କର ଥିଲା ଯେ ଦେଖୁଦେଖୁ ସବୁ ପୋଡି ପାଉଁଶ ହୋଇଗଲା ଜଗନ୍ନାଥ ପ୍ରସାଦ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁ ଲିଭାଇ ଥିଲେ । ଏ ସଂପର୍କରେ ଖବର ପାଇ ସ୍ଥାନୀୟ ଅତିରିକ୍ତ ତହସିଲଦlର ବାରିଆଲ ମୁର୍ମୁ ଘଟଣା ସ୍ଥଳରେ ପହଂଚି କ୍ଷୟକ୍ଷତିର ଆକଳନ କରି ଫେରି ଯାଇଛନ୍ତି । ସ୍ଥାନୀୟ ସରପଞ୍ଚ ହୃଷିକେଶ ନାୟକ ସମସ୍ତ ଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଥିବା ଜଣାଯାଇଛି କ୍ଷତିଗ୍ରସ୍ତ ପରିବାରକୁ ସରାକରୀ ସହାୟତା ପ୍ରଦାନ କରିବା ପାଇଁ ସ୍ଥାନୀୟ ରେ ଦାବି ହେଉଛି




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜିଠୁ ରଥନିର୍ମାଣ ସେବାୟତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ

ଆଜିଠୁ ରଥନିର୍ମାଣ ସେବାୟତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ

Read More...

ରାଜ୍ୟରେ ଆଉ ୧୦୧ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଆଉ ୧୦୧ କରୋନା ପଜିଟିଭ ଚିହ୍ନଟ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: