ସଂଗରୋଧ କେନ୍ଦ୍ରରେ ସ୍କୁଲ ଶିକ୍ଷକ ସାଜିଛନ୍ତି ଯୋଗ ଗୁରୁ

May 13, 2020, ଓଡ଼ିଶା, ଗଞ୍ଜାମ, BHAGYAPRABHA NEWS
ସଂଗରୋଧ କେନ୍ଦ୍ରରେ ସ୍କୁଲ ଶିକ୍ଷକ ସାଜିଛନ୍ତି ଯୋଗ ଗୁରୁ
BHAGYAPRABHA NEWS
[ INPUT ]
Bhagyaprabha News Bureau
May 13, 2020

ଗଜାଂମ ଜିଲ୍ଲାକୁ ବାହାର ରାଜ୍ୟରୁ ଫେରିଥିବା ପ୍ରବାସୀ ଓଡିଆ ମାନକୁଂ ବିଭିନ୍ନ ସଂଗରୋଧ କେଦ୍ରରେ ରଖାଯାଈଛି। ଏହି ସମୟରେ ସେମାନଙ୍କୁ ସୁସ୍ଥ ରଖିବା ପାଇଁ ସରକାର ବିଭିନ୍ନ ପ୍ରୟାସ ଜାରୀ ରଖିଛନ୍ତି । ସେହିପରି ବିଭିନ୍ନ ସଂଗରୋଧ କେନ୍ଦ୍ର ମାନଙ୍କରେ ଅନ୍ତେବାସୀଙ୍କୁ ଯୋଗ ଶିକ୍ଷା ଦିଆଯାଉଛି । ଗଜାଂମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବି. ନୁଆଗାଁ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ବଲଭ ନାୟକ ଉଚ୍ଚ ବିଦ୍ୟାଳୟ ଥିବି ସଂଗରୋଧ କେନ୍ଦ୍ରରେ ଆଜି ଯୋଗ,ପ୍ରାଣାୟମ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଏଥିରେ କୋରୋନା ଯୋଦ୍ଧା ସାଜି ଅନ୍ତେବାସୀଙ୍କୁ ଯୋଗଶିକ୍ଷା ପ୍ରଦାନ କରିଥିଲେ ସ୍କୁଲର ଖେଳ ଶିକ୍ଷକ ନାରାୟଣ ସାହୁ । ପ୍ରାତଃରୁ ସମସ୍ତ ପ୍ରବାସୀ ନିତ୍ୟକ୍ରମ ସାରି ବିଦ୍ୟାଳୟ ପରିସରରେ ଥିବା ଖେଳପଡିଆରେ ସାମାଜିକ ଦୁରତା ଅବଲମ୍ବନ କରି ଯୋଗ,ପ୍ରାଣାୟମ କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୋଲସରା ପ୍ରଜାପିତା ବହ୍ମକୁମାରୀ ପକ୍ଷରୁ ମୃତ ପ୍ରଫୁଲଙ୍କ ପରିବାରକୁ ସହାୟତା

ପୋଲସରା ପ୍ରଜାପିତା ବହ୍ମକୁମାରୀ ପକ୍ଷରୁ ମୃତ ପ୍ରଫୁଲଙ୍କ ପରିବାରକୁ ସହାୟତା

Read More...

ସଂଗରୋଧ କେନ୍ଦ୍ରରେ ଶିଶୁ ପୁତ୍ର ଜନ୍ମ କଲେ ମହିଳା

ସଂଗରୋଧ କେନ୍ଦ୍ରରେ ଶିଶୁ ପୁତ୍ର ଜନ୍ମ କଲେ ମହିଳା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: