କାବୁଲରେ ଆତ୍ମଘାତୀ ବିସ୍ଫୋରଣ , ୧୯ ମୃତ

May 13, 2020, ଦେଶଦୁନିଆ, , BHAGYAPRABHA NEWS
କାବୁଲରେ ଆତ୍ମଘାତୀ ବିସ୍ଫୋରଣ , ୧୯ ମୃତ
BHAGYAPRABHA NEWS
[ INPUT ]
Bhagyaprabha News Bureau
May 13, 2020

ଆଫଗାନିସ୍ତାନ ରାଜଧାନୀ କାବୁଲରେ ଆତ୍ମଘାତୀ ବିସ୍ଫୋରଣ ଓ ଗୁଳିଚାଳନାରେ ୧୯ଜଣ ପ୍ରାଣ ହରାଇଛନ୍ତି। କାବୁଲର ପଶ୍ଚିମାଞ୍ଚଳରେ ସ୍ବେଚ୍ଛାସେବୀ ସଂଗଠନ 'ଡକ୍ଟର୍ସ ଉଇଦାଉଟ୍ ବର୍ଡର୍ସ' ଦ୍ବାରା ପରିଚାଳିତ ଡାକ୍ତରଖାନା ପରିସରରେ ଶତାଧିକ ମହିଳା ଓ ଶିଶୁ ଉପସ୍ଥିତ ଥିବାବେଳେ ତିନି ଅଜ୍ଞାତ ବନ୍ଧୁକଧାରୀ ସେଠାରେ ପ୍ରବେଶ କରି ଆଖିବୁଜା ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ସୁରକ୍ଷାକର୍ମୀ ୮୦ରୁ ଅଧିକ ମହିଳା ଓ ଶିଶୁଙ୍କୁ ଉଦ୍ଧାର କରିଥିଲେ।ନଙ୍ଗରହରଠାରେ ଜଣେ ପୁଲିସ ଅଧିକାରୀଙ୍କ ଅନ୍ତେଷ୍ଟିକ୍ରିୟା ଚାଲିଥିବାବେଳେ ଆତ୍ମଘାତୀ ବିସ୍ଫୋରଣରେ ୧୫ଜଣ ପ୍ରାଣ ହରାଇବା ସହ ୫୦ ଆହତ ହୋଇଛନ୍ତି। ତେବେ ଏ ପର୍ଯ୍ୟନ୍ତ କୌଣସି ସଂଗଠନ ଏନେଇ ନିଜକୁ ଦାୟୀ କରିଥିବା ହସ୍ତଗତ ହୋଇନି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଗଷ୍ଟ ମାସ ଯାଏଁ ଇପିଏଫ ଜମା କରିବେ କେନ୍ଦ୍ର ସରକାର : ନିର୍ମଳା ସୀତାରମଣ

ଅଗଷ୍ଟ ମାସ ଯାଏଁ ଇପିଏଫ ଜମା କରିବେ କେନ୍ଦ୍ର ସରକାର : ନିର୍ମଳା ସୀତାରମଣ

Read More...

ରାଜ୍ୟରେ ଆଉ ୨୭ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ଆଉ ୨୭ କରୋନା ଆକ୍ରାନ୍ତ ସୁସ୍ଥ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: