ମାଟ୍ରିକ ପ୍ରଶ୍ନପତ୍ର ଲିକ !

February 27, 2019, ଶିକ୍ଷା, ବଲାଙ୍ଗୀର, Bhagyaprabha News Bureau
ମାଟ୍ରିକ ପ୍ରଶ୍ନପତ୍ର ଲିକ !
Bhagyaprabha News Bureau
February 27, 2019

ମାଟ୍ରିକ ପ୍ରଶ୍ନପତ୍ର ଲିକ ! କର୍ତ୍ତୃପକ୍ଷ ଯେତେ ସଂସ୍କାର ଆଣୁଥିଲେ ମଧ୍ୟ ତାହା ବାସ୍ତବ ରୂପ ନେଉ ନାହିଁ । ଆଜି ପୁଣି ହିନ୍ଦୀ ପ୍ରଶ୍ନପତ୍ର ଲିକ ହେବା ଜଣାପଡିଛି । କିନ୍ତୁ ଏହାକୁ ବୋର୍ଡ ସଂମ୍ପାଦକ ଦୃଢ ଭାବେ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ହିନ୍ଦୀ ପ୍ରଶ୍ନପତ୍ର ଭାଇରାଲ ହୋଇ ନାହିଁ ପୂର୍ବରୁ ଏହାକୁ ବଲାଙ୍ଗିର ର ଶିକ୍ଷା ନିରୀକ୍ଷକ ମଧ୍ୟ ଖଣ୍ଡନ କରିଥିଲେ ।ଭାଇରାଲ ଖବର ସଂମ୍ପୂର୍ଣ୍ଣ ଭିତ୍ତିହୀନ କିଛି ଲୋକ ବଦମାସି କରି ପୁରୁଣା ପ୍ରଶ୍ନପତ୍ର ଭାଇରାଲ କରି ବଲାଙ୍ଗିର କୁ ବଦନାମ କରିବା ସେ କହିଛନ୍ତି ।ବଲାଙ୍ଗିର ରେ ଆଜି ହିନ୍ଦୀ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଥିଲା ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଫ୍ରାନ୍ସର ପାକିସ୍ତାନକୁ କଡା ଚେତାବନୀ

ଫ୍ରାନ୍ସର ପାକିସ୍ତାନକୁ କଡା ଚେତାବନୀ

Read More...

ପାକିସ୍ତାନକୁ ଭାରତୀୟ ସେନାର କଡା ଯବାବ : ୫ ସେନା ପୋଷ୍ଟ ଧ୍ୱଂସ

ପାକିସ୍ତାନକୁ ଭାରତୀୟ ସେନାର କଡା ଯବାବ : ୫ ସେନା ପୋଷ୍ଟ ଧ୍ୱଂସ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: