ବାଇକ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର

May 21, 2020, ଅପରାଧ, ଗଞ୍ଜାମ, BHAGYAPRABHA NEWS
ବାଇକ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର
BHAGYAPRABHA NEWS
[ INPUT ]
Bhagyaprabha News Bureau
May 21, 2020

ଗଞ୍ଜାମ ଜିଲ୍ଲା ଭେଜିପୁଟ କଞ୍ଚଣା ପୂର୍ତ୍ତ ରାସ୍ତାର ପଥୁରୀନାଳ ବାଙ୍କରେ ଆଜି ଏକ ବାଇକ ଦୁର୍ଘଟଣାରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ବେଗୁନିଆପଡା ବ୍ଲକ ମୁଣ୍ଡୁଳା ଗ୍ରାମର ସନ୍ୟାସୀ ପ୍ରଧାନଙ୍କ ପୁଅ ରାଜୁ ପ୍ରଧାନ(40) ଏବଂ ବନ୍ଧୁ ପ୍ରଦୀପ ଗୌଡ଼କୁ ନିଜ ବାଇକରେ ଖଲ୍ଲିକୋଟ ବ୍ଲକର ତୋଟାଗାଁ ଭଉଣୀଙ୍କ ଘରକୁ ସାବିତ୍ରୀ ଭାର ଦେବା ପାଇଁ ଯାଇଥିଲେ । ଭଉଣୀ ଘରେ ଭାର ଦେଇ ଫେରିବା ସମୟରେ ପଥୁରୀନାଳ ବାଙ୍କରେ ଭାରସାମ୍ୟ ହରାଇ ଏକ ଗଛରେ ବାଇକଟିକୁ ପିଟିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତା ଖଲ୍ଲିକୋଟ ମେଡ଼ିକାଲକୁ ନେବା ପରେ ଡାକ୍ତର ରାଜୁକୁ ମୃତ ଘୋଷଣା କରିଥିଲେ।ଏବଂ ପ୍ରଦୀପଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ପାଦରେ ଚାଲି ଚାଲି ବୁଲୁଛନ୍ତି ସତ୍ୟବ୍ରତ

ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ପାଦରେ ଚାଲି ଚାଲି ବୁଲୁଛନ୍ତି ସତ୍ୟବ୍ରତ

Read More...

ଗରିବ ପରିବାରକୁ ବିଜେପିର ଶୁଖିଲା ଖାଦ୍ୟ ପ୍ରଦାନ

ଗରିବ ପରିବାରକୁ ବିଜେପିର ଶୁଖିଲା ଖାଦ୍ୟ ପ୍ରଦାନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: