ଭାରତ ପାକିସ୍ତାନ ବିବାଦର ଅନ୍ତ ହେବ : ଆଶା ପ୍ରକଟ କରିଛନ୍ତି ଡୋନାଲ୍ଟ ଟ୍ରମ୍ପ

February 28, 2019, ଖେଳ, , Bhagyaprabha News Bureau
ଭାରତ ପାକିସ୍ତାନ ବିବାଦର ଅନ୍ତ ହେବ : ଆଶା ପ୍ରକଟ କରିଛନ୍ତି ଡୋନାଲ୍ଟ ଟ୍ରମ୍ପ
Bhagyaprabha News Bureau
February 28, 2019

ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଯବାନ ସହିଦ ହେବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ଏହି ସଂପର୍କରେ ଅତି ଶିଘ୍ର ସୁଧାର ଆସିବ ବୋଲି ଆମେରିକା ରଷ୍ଟ୍ରପତି ଡୋନାଲ୍ଟ୍ ଟ୍ରମ୍ପ ଆଶା ପ୍ରକଟ କରିଛନ୍ତି । ଭିଏତନାମା ଠାରେ ଉତ୍ତରକୋରିଆ ମୂଖ୍ୟ କିମ୍ ଜନ୍ ଉଙ୍ଗ ଙ୍କ ସହ ଆଲୋଚନା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ କହିଛନ୍ତି ମୁଁ ଆଶା କରୁଛି ଆମ ପାଖରେ ପାକିସ୍ତାନ ଓ ଭାରତ ବିଷୟରେ ବହୁତ ଭଲ ଖବର ଅଛି । ଏହା ସହିତ ପାକିସ୍ତାନ ଓ ଭାରତର ତିକ୍ତତା ର ଅନ୍ତ ଘଟିବ । ପାକିସ୍ତାନ ଓ ଭାରତ ମଧ୍ୟରେ ଶାନ୍ତି ପାଇଁ ଆମେରିକା ମଧ୍ୟସ୍ଥତା ରହିବା ପାଇଁ ପ୍ରୟାସ କରୁଛି ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ରକୁ ଛାତ୍ର ଛାତ୍ରୀ ମୋବାଇଲ ଘଣ୍ଟା ନେବା ନିଷେଧ

ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ରକୁ ଛାତ୍ର ଛାତ୍ରୀ ମୋବାଇଲ ଘଣ୍ଟା ନେବା ନିଷେଧ

Read More...

ପାକିସ୍ତାନ ଦ୍ବାରା ବନ୍ଦୀ ପାଇଲଟଙ୍କୁ ମୁକ୍ତ କରିବାକୁ ଭାରତର ଚେତାବନୀ

ପାକିସ୍ତାନ ଦ୍ବାରା ବନ୍ଦୀ ପାଇଲଟଙ୍କୁ ମୁକ୍ତ କରିବାକୁ ଭାରତର ଚେତାବନୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: