ଯୋଗ, ପ୍ରାଣାୟାମ, କୋଭିଡ୍ - ୧୯ ବିଷୟରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

May 28, 2020, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ଯୋଗ, ପ୍ରାଣାୟାମ, କୋଭିଡ୍ - ୧୯ ବିଷୟରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
May 28, 2020

ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ମାନଙ୍କୁ ବିଭିନ୍ନ ସଂଗରୋଧ ଗୃହରେ ରଖାଯିବା ସହ ସେମାନଙ୍କୁ ଯୋଗ, ପ୍ରାଣାୟାମ, କରୋନା ଭାଇରସ ର ଭୟଭୟତା ଏବଂ କିପରି ରକ୍ଷା ପାଇବା ସେ ନେଇ ପ୍ରଶିକ୍ଷଣ ଦିଆଯାଉଛି । ସେହିପରି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ନିକଟସ୍ଥ ଜନତା ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ଠାରେ ଥିବା ସଂଗରୋଧ କେନ୍ଦ୍ରରେ ଖେଳ ଶିକ୍ଷକ ସୂର୍ଯ୍ୟ ନାରାୟଣ ଜେନା ଯୋଗ, ପ୍ରାଣାୟାମ, କୋଭିଡ-୧୯ ର ଭୟଭୟତା ଏବଂ ତାହାର ନିରାକରଣ ଉପରେ ପ୍ରଶିକ୍ଷଣ ଦେଉଥିବା ବେଳେ ପ୍ରବାସୀ ମାନେ ଏହି କାର୍ଯ୍ୟକ୍ରମ ରେ ଭାଗ ନେଇ ଅପୂର୍ବ ଆନନ୍ଦ ଲାଭ କରୁଛନ୍ତି, ଏହି କାର୍ଯ୍ୟକ୍ରମ ରେ ପ୍ରଧାନ ଶିକ୍ଷକ କେ. ଭୀମରାଜୁ ପାତ୍ର,ସହକାରୀ ଶିକ୍ଷକ ପଙ୍କଜ କୁମାର ବେହେରା, ଭରତ ବେହେରା , ଅଙ୍ଗନବାଡି କର୍ମୀ, ଆଶା ଦିଦି, ସ୍ଵେଚ୍ଛାସେବୀ ମୁନା ପଣ୍ଡା, ଅର୍ଦ୍ଧେନ୍ଦୁ କୁମାର ପଟ୍ଟନାୟକ, ସୁଶାନ୍ତ କୁମାର ବେହେରା ପ୍ରମୂଖ ଉପସ୍ଥିତ ରହିବା ସହ ସହଯୋଗ କରୁଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟରେ ଆଉ ୭୫ ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ଆଉ ୭୫ ଆକ୍ରାନ୍ତ ସୁସ୍ଥ

Read More...

ସଂଗରୋଧ କେନ୍ଦ୍ର ପରିବେଶ ସଫା କରି ଉଦାହରଣ ପାଲଟିଲେ ପ୍ରବାସୀ ଯୁବକ ମାନେ

ସଂଗରୋଧ କେନ୍ଦ୍ର ପରିବେଶ ସଫା କରି ଉଦାହରଣ ପାଲଟିଲେ ପ୍ରବାସୀ ଯୁବକ ମାନେ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: