ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଫେସର ଚିତ୍ତରଞ୍ଜନ ଗୋଗେଇ ସମ୍ବର୍ଦ୍ଧନା

May 31, 2020, ଓଡ଼ିଶା, ଗଞ୍ଜାମ, BHAGYAPRABHA NEWS
 ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଫେସର ଚିତ୍ତରଞ୍ଜନ ଗୋଗେଇ ସମ୍ବର୍ଦ୍ଧନା
BHAGYAPRABHA NEWS
[ INPUT ]
Bhagyaprabha News Bureau
May 31, 2020

ଗୋପାଳପୁର-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର ଆଇନ ବିଭାଗର ମୁଖ୍ୟ ଡ଼.ଭାଗିରଥି ପାଣିଗ୍ରାହୀଙ୍କୁ ବିଭାଗ ପକ୍ଷରୁ ପ୍ରଫେସର ଚିତ୍ତରଞ୍ଜନ ଗୋଗେଇ ଫୁଲତୋଡା ଦେଇ ବିଦାୟ ସମ୍ବର୍ଦ୍ଧନା ଜଣାଇଥିବା ବେଳେ ବିଭାଗର ପ୍ରଫେସର ଡ଼.ଦିଲ୍ଲୀପ ମହାପାତ୍ର ପ୍ରଫେସର ଡ଼.ପାଣିଗ୍ରାହୀଙ୍କୁ ଉପଢୌକନ ଓ ମାନପତ୍ର ଦେଇ ବିଦାୟ ସମ୍ବର୍ଦ୍ଧନା କରିଥିଲେ।ଡ଼.ପାଣିଗ୍ରାହୀ ଆଇନ ବିଭାଗର ମୁଖ୍ୟ ସହ ବିଶ୍ୱବିଦ୍ୟାଳୟ ସିଣ୍ଡିକେଟ ସଦସ୍ୟ ଓ ଛାତ୍ରାବାସର ମୁଖ୍ୟ ଦାୟିତ୍ୱ ନେଇ କାର୍ଯ୍ୟରିତ କରୁଥିଲେ।ସେ ଜଣେ ଦକ୍ଷ ଅଧ୍ୟାପକ ,ପ୍ରବୀଣ ଗବେଷକ, ଆଇନ ବିଶାରଦ ଓ ପରପକାରି ବ୍ୟକ୍ତି ଥିଲେ।ବର୍ତ୍ତମାନ ବିଭାଗର ମୁଖ୍ୟ ରୂପେ ପିଜି କାଉନସିଲର ଚ୍ୟାରମେନ ଦାୟିତ୍ୱ ରେ ଥିବା ବେଳେ କନଭେଟେର ପଦବୀରେ ପ୍ରଫେସର ଚିତ୍ତରଞ୍ଜନ ଗୋଗେଇ ଦାୟିତ୍ୱ ଗ୍ରହଣ କରିଛନ୍ତି।ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ତ୍ରିଲୋଚନ ଲେଙ୍କା, କିରାଣୀ ପ୍ରଦୀପ କୁମାର ବେହେରା ଓ ଇନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି ବିଦାୟ ସମ୍ବର୍ଦ୍ଧନା ଜଣାଇବା ସହ ଜଗତର ନାଥ ଜଗନ୍ନାଥଙ୍କ ପାଖରେ ଅବସର ଜୀବନ ସୁଖମୟ ଓ ନିରାମୟ ହେଉ ବୋଲି ପ୍ରାର୍ଥନା କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ଅବସରଗ୍ରହଣ

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ଅବସରଗ୍ରହଣ

Read More...

କୋବିଡ଼ ଯୋଦ୍ଧାଙ୍କୁ ସନମାନ ଜଣାଇ ଅନୁଗୁଳ ସ୍ଥିତ ମହିମା ଜ୍ୟୋତି କାର୍ଯ୍ୟାଳୟରେ

କୋବିଡ଼ ଯୋଦ୍ଧାଙ୍କୁ ସନମାନ ଜଣାଇ ଅନୁଗୁଳ ସ୍ଥିତ ମହିମା ଜ୍ୟୋତି କାର୍ଯ୍ୟାଳୟରେ "ବନ୍ଦେ ଉତ୍କଳ ଜନନୀ" ଗାନ କଲେ।

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: