ଶେରଗଡ ଥାନା ପକ୍ଷରୁ ୧୦୪ ୟୁନିଟ ରକ୍ତ ସଂଗ୍ରହ

June 02, 2020, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ଶେରଗଡ ଥାନା ପକ୍ଷରୁ ୧୦୪ ୟୁନିଟ ରକ୍ତ ସଂଗ୍ରହ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
June 02, 2020

ସାରା ରାଜ୍ୟରେ ରକ୍ତର ଅଭାବ ଦେଖା ଦେଇଥିବା ବେଳେ ବର୍ତ୍ତମାନ କୋଭିଡ ୧୯ କାରଣରୁ ରକ୍ତ ସଂଗ୍ରହ କରିବା ମଧ୍ୟ ଅସୁବିଧା ପରିଲକ୍ଷିତ ହେଉଛି । ଏହିପରି ସମୟରେ ବିଭିନ୍ନ ଥାନା ପକ୍ଷରୁ ରକ୍ତ ଦାନ ଶିବିର ଆୟୋଜନ କରାଯାଇ ରକ୍ତ ସଂଗ୍ରହ କରିବାରେ ସହଯୋଗ କରିବାକୁ ଆଗେଇ ଆସୁଛନ୍ତି । ଏଥିରେ ଗଞ୍ଜାମ ଜିଲ୍ଲା ଏବଂ ବ୍ରହ୍ମପୁର ପୋଲିସ ଜିଲ୍ଲା ସବୁଠୁ ଆଗରେ ରହିଥିବା ବେଳେ କିଛି ଦିନ ତଳେ ଆସ୍କା ପୋଲିସ ପକ୍ଷରୁ ରାଜ୍ୟରେ ସର୍ବାଧିକ ତିନି ଶହରୁ ଉର୍ଦ୍ଧ ରକ୍ତ ସଂଗ୍ରହ କରାଯାଇଥିଲା । ସେହିପରି ଆଜି ଶେରଗଡ ପୋଲିସ ପକ୍ଷରୁ ଥାନା ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇ ୧୦୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଗଞ୍ଜାମ ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ କାର୍ଯ୍ୟକ୍ରମରେ ଏସ୍ପି ବ୍ରିଜେଶ କୁମାର ରାୟ ଉପସ୍ଥିତ ରହି ସମସ୍ତ ରକ୍ତଦାତାଙ୍କୁ ମାନପତ୍ର ଦେଇ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶେରଗଡ ଥାନାର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଧରାକୋଟ ପୋଲିସକୁ ବଡ ସଫଳତା

ଧରାକୋଟ ପୋଲିସକୁ ବଡ ସଫଳତା

Read More...

ମୃତକଙ୍କ ପରିବାରକୁ ଭେଟି ସହାୟତା ପ୍ରଦାନ କଲେ ବିଧାୟକ

ମୃତକଙ୍କ ପରିବାରକୁ ଭେଟି ସହାୟତା ପ୍ରଦାନ କଲେ ବିଧାୟକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: