ଯବାନଙ୍କୁ ଆର୍ଲଟ ରହିବାକୁ ନିର୍ଦ୍ଦେଶ ଦେଲା ଗୋଇନ୍ଦା ବିଭାଗ

March 02, 2019, ଦେଶଦୁନିଆ, , Bhagyaprabha News Bureau
ଯବାନଙ୍କୁ ଆର୍ଲଟ ରହିବାକୁ ନିର୍ଦ୍ଦେଶ ଦେଲା ଗୋଇନ୍ଦା ବିଭାଗ
Bhagyaprabha News Bureau
March 02, 2019

ପୁଲୱାମା ଆତଙ୍କୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଏବେ ଜଟିଳ ହେବାରେ ଲାଗିଛି । ଭାରତୀୟ ବାୟୁ ସେନା ୱିଙ୍ଗ କମାଣ୍ଡ ଅଭିନ୍ଦନଙ୍କୁ ମୁକ୍ତି କରି ସାରା ବିଶ୍ୱକୁ ଶାନ୍ତିର ବାର୍ତ୍ତା ବାଣ୍ଟୁଥିବା ବେଳେ ଅନ୍ୟ ପଟେ ପାକିସ୍ତାନ ପ୍ରତିଦିନ ସିଜ୍‌ ଫାୟାର ଉଲଘଂନ କରିଛି । ଆତଙ୍କବାଦ ସଂଗଠନର ସହାୟକରେ ପାକିସ୍ତାନର ଗୋଇନ୍ଦା ସଂସ୍ଥା ଆଇ.ଏସ.ଆଇର ଭୟଙ୍କର ଷଡଯନ୍ତ୍ର ସାମ୍ନାକୁ ଆସିଛି । ସୁଚନାଯୋଗ୍ୟ , ପାକିସ୍ତାନ ଆର୍ମି ଏବଂ ଆଇ.ଏସ.ଆଇ ପୁଣି ଥରେ ଜାମ୍ମୁ କାଶ୍ମୀରରେ ଭୟଙ୍କର ଆତଙ୍କୀ ହମଲା କରିବା ପାଇଁ ଷଡଯନ୍ତ୍ର କରୁଛି । ସୁରକ୍ଷାକର୍ମୀଙ୍କୁ ଯୋଗାଇ ଦିଆଯାଉଥିବା ରାସନ ଷ୍ଟ୍ରକରେ ବିଷ ମିଶାଇବାର ଯୋଜନା କରୁଛି ଆଇ.ଏସ.ଆଇ । ରାସନ ସାମଗ୍ରୀରେ ବିଷ ମିଶାଇବା ପାଇଁ ଆଇଏସଆଇ କାଶ୍ମିରରେ ଥିବା ନିଜ ଏଜେନ୍ସିର ବ୍ୟବହାର କରିବାରେ ପାରେ ବୋଲି ଜଣାପଡିଛି । ଗୋଇନ୍ଦା ପକ୍ଷରୁ ଏହି ରିପୋର୍ଟ ଆସିବାପରେ କାଶ୍ମିରରେ ମୁତୟନ ଥିବା ସମସ୍ତ ସୁରକ୍ଷା କର୍ମୀଙ୍କୁ ସତର୍କ ଜାରି କରାଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସୋସିଆଲ୍‌ ମିଡିଆରେ ବୁଲୁଛି ଭାଇରାଲ ପ୍ରଶ୍ନପତ୍ର

ସୋସିଆଲ୍‌ ମିଡିଆରେ ବୁଲୁଛି ଭାଇରାଲ ପ୍ରଶ୍ନପତ୍ର

Read More...

ଅଭିନନ୍ଦନଙ୍କ ସାହାସିକତା ପାଇଁ ଭାରତ ଗର୍ବିତ

ଅଭିନନ୍ଦନଙ୍କ ସାହାସିକତା ପାଇଁ ଭାରତ ଗର୍ବିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: