ବାଲିଗୁଡା ଏନଏସିର ୨୧ ତମ ସାଧାରଣ ବୈଠକ

June 03, 2020, ଓଡ଼ିଶା, କନ୍ଧମାଳ, BHAGYAPRABHA NEWS
ବାଲିଗୁଡା ଏନଏସିର ୨୧ ତମ ସାଧାରଣ ବୈଠକ
BHAGYAPRABHA NEWS
[ INPUT ]
Bhagyaprabha News Bureau
June 03, 2020

କନ୍ଧମାଳ ଜିଲ୍ଲା ବାଲିଗୁଡା ଏନଏସିର ଏକବିଂଶତମ ସାଧାରଣ ବୈଠକ ଏନଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀଙ୍କ ଅଧକ୍ଷତାରେ ସଭା ଗୃହ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁରଙ୍କ ଉପସ୍ଥିତରେ ବୈଠକରେ ମୋଟ ୩୮ଟି ପ୍ରସ୍ତାବ ଉପରେ ଆଲୋଚନା ହେବା ସହ ୱାର୍ଡର ବିଭିନ୍ନ ସମସ୍ୟା ନେଇ ମତ ରଖିଥିଲେ । ୯ ନମ୍ବର କାଉନ ସିଲର ମନୋଜ କୁମାର ଆଚାର୍ଯ୍ୟ ଏନଏସିର ସମସ୍ତ କାର୍ଯ୍ୟକ୍ରମ ଉପରେ ସ୍ପେସିଆଲ ଅଡିଟ କରି ତଦନ୍ତ କରାଯାଉ ବୋଲି ଦାବି କରିଥିଲେ । ଏହି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟନିର୍ବହୀ ଅଧିକାରୀ ଜୟଦେବ ଷଡ଼ଙ୍ଗୀ, କାଉନସିଲର ଜୟନ୍ତୀ ଜେନା, ଶିରୀଶ ପ୍ରଧାନ, ନାରାୟଣ ଡାକୁଆ, ବରଦା ପ୍ରସାଦ ମିଶ୍ର, ମନୋଜ କୁମାର ଆଚାର୍ଯ୍ୟ , ଅର୍ଜୁନ ନାୟକ, ଝରଣା ଦଣ୍ଡସେନା, ଶାନ୍ତି କୁମାରୀ ନାୟକ, ସସ୍ମିତା ବେହେରା,କୌଶଲ୍ୟା ନାୟକ, ସ୍ନେହଲତା ମଳିକଙ୍କ ସମେତ ଅଫିସର ସମସ୍ତ କର୍ମଚାରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସ୍ନାନ ଯାତ୍ରାର ସିଧା ପ୍ରସାରଣ କରିବ ଦୁରଦର୍ଶନ

ସ୍ନାନ ଯାତ୍ରାର ସିଧା ପ୍ରସାରଣ କରିବ ଦୁରଦର୍ଶନ

Read More...

ଘାଟିରେ ଓଲଟିଲା ବରଯାତ୍ରୀ ଗାଡି : ଦୁର୍ଘଟଣାରେ ୨ ମୃତ ୩୦ ଆହତ

ଘାଟିରେ ଓଲଟିଲା ବରଯାତ୍ରୀ ଗାଡି : ଦୁର୍ଘଟଣାରେ ୨ ମୃତ ୩୦ ଆହତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: