୧୦୮ ଧକ୍କାରେ ବାଇକ ଚାଳକ ଗୁରୁତର

June 05, 2020, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
୧୦୮ ଧକ୍କାରେ ବାଇକ ଚାଳକ ଗୁରୁତର
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
June 05, 2020

ବ୍ରହ୍ମପୁରସ୍ଥିତ ବଡବ୍ଜ଼ାର ଥାନା କାଳୁପାତ୍ର ଛକ ନିକଟରେ ଏକ ୧୦୮ ଧକ୍କାରେ ଜଣେ ବାଇକ ଚାଳକ ଗୁରୁତର ହୋଇଥିବା ଜଣାପଡିଛି । ସୁଚନାନୁସାରେ , ଏକ ଖାଲି ୧୦୮ ଆମ୍ବୁଲାନ୍ସ (ଓଡି୦୨୯୫୮୪) ଗାଡିଯାଉଥିବା ସମୟରେ ଏକ ସ୍କୁଟିକୁ (ଓଡି୦୭ଜି୩୨୦୪) ଧକ୍କା ଦେଇଥିଲା । ଫଳରେ ସ୍କୁଟି ଚାଳକ ଜଣକ ଗୁରୁତର ଆହାତ ହୋଇଥିଲେ । ତେବେ ଉକ୍ତ ଆମ୍ବୁଲାନ୍ସରେ ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜି ରେ ଭର୍ତ୍ତି କରାଯାଇଥିବା ସୁଚନା ମିଳିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମା' ସିଂହାସନି ପୀଠରେ ରଜ ପର୍ବ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମା' ସିଂହାସନି ପୀଠରେ ରଜ ପର୍ବ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Read More...

ଜନସାଧାରଣଙ୍କ ବିଭିନ୍ନ ଦାବୀ ନେଇ ନାଗରିକ ସାମ୍ମୁଖ୍ୟ ପକ୍ଷରୁ ପଦଯାତ୍ରା

ଜନସାଧାରଣଙ୍କ ବିଭିନ୍ନ ଦାବୀ ନେଇ ନାଗରିକ ସାମ୍ମୁଖ୍ୟ ପକ୍ଷରୁ ପଦଯାତ୍ରା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: