ରାଜ୍ୟରେ ୧୨୩ କରୋନା ଆକ୍ରାନ୍ତ ସୁସ୍ଥ

June 05, 2020, ଓଡ଼ିଶା, , BHAGYAPRABHA NEWS
ରାଜ୍ୟରେ ୧୨୩ କରୋନା ଆକ୍ରାନ୍ତ  ସୁସ୍ଥ
BHAGYAPRABHA NEWS
[ INPUT ]
Bhagyaprabha News Bureau
June 05, 2020

ରାଜ୍ୟରେ ଏକାଥରେ କରୋନାରୁ ସୁସ୍ଥ ହେଲେ ୧୨୩ ଆକ୍ରାନ୍ତ । ଏହି ନୂଆ ସୁସ୍ଥଙ୍କ ସଂଖ୍ୟା ମିଶାଇ ରାଜ୍ୟରେ ମୋଟ୍ ୧୬୦୪କୁ ବୃଦ୍ଧି ପାଇଛି ସୁସ୍ଥଙ୍କ ସଂଖ୍ୟା । ଗଞ୍ଜାମରୁ ୩୫ , କଟକରୁ ୨୨ , ନୂଆପଡ଼ାରୁ ୧୪ , ବଲାଙ୍ଗୀରରୁ ୧୪ , ଖୋର୍ଦ୍ଧାରୁ ୧୦ , କନ୍ଧମାଳରୁ ୭, କୋରାପୁଟରୁ ୫, କେନ୍ଦ୍ରାପଡ଼ାରୁ ୪ , ଏବଂ ବାଲେଶ୍ୱର, ଢ଼େଙ୍କାନାଳ, ନୟାଗଡ଼ରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଅନୁଗୁଳ, ମୟୁରଭଞ୍ଜ ଏବଂ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛି ।ତେବେ ସମସ୍ତ କୋଭିଡ ହସ୍ପିଟାଲ, ଡାକ୍ତର, ନର୍ସ, ପାରାମେଡିକ୍ସ, ଏନ୍ଏମ୍, ଆଶା କର୍ମୀ , ଅଙ୍ଗନୱାଡି କର୍ମୀ, ଶିକ୍ଷକ, ସରପଞ୍ଚ ଏବଂ ସ୍ୱାସ୍ଥ୍ୟ ସେବାରେ ସମର୍ପିତ ଥିବା ସ୍ୱେଚ୍ଛାସେବୀ ତଥା ସମ୍ପୃକ୍ତ ପୋଲିସ ଏବଂ ପ୍ରଶାସନିକ କର୍ମଚାରୀଙ୍କ ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ଏଭଳି ସୁସ୍ଥ ସଂଖ୍ୟା ବଢ଼ିବାରେ ଲାଗିଛି ଏବଂ ବିଭିନ୍ନ ଏହା ସମ୍ଭବ ହୋଇପାରିଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରହ୍ମପୁର ଟ୍ରାଫିକ ଥାନାରେ ରକ୍ତଦାନ ଶିବିର ଅନୁଷ୍ଠିତ

ବ୍ରହ୍ମପୁର ଟ୍ରାଫିକ ଥାନାରେ ରକ୍ତଦାନ ଶିବିର ଅନୁଷ୍ଠିତ

Read More...

ସ୍ନାନ ମଣ୍ଡପରୁ ଗଜାନନ ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ

ସ୍ନାନ ମଣ୍ଡପରୁ ଗଜାନନ ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: