ଜୁଲାଇ ୧୫ ସୁଦ୍ଧା ସରିବ ସ୍କୁଲ ନାମଲେଖା

June 06, 2020, ଶିକ୍ଷା, , BHAGYAPRABHA NEWS
ଜୁଲାଇ ୧୫ ସୁଦ୍ଧା ସରିବ ସ୍କୁଲ ନାମଲେଖା
BHAGYAPRABHA NEWS
[ INPUT ]
Bhagyaprabha News Bureau
June 06, 2020

ଜୁଲାଇ ମାସ ୧୫ ତାରିଖ ସୁଦ୍ଧା ଶେଷ ହେବ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲର ନାମଲେଖା ପକ୍ରିୟା। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ଚିଠି ଲେଖି ସୂଚନା ଦେଇଛି।କରୋନା ପାଇଁ ଏବେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। କେବେ ସ୍କୁଲ୍ ଖୋଲିବ ଆଉ କେବେ ପିଲାମାନେ ପୂର୍ବଭଳି ପାଠପଢ଼ିବାକୁ ସ୍କୁଲ ଯିବେ ତାକୁ ନେଇ ଏବେ ବି ଅନିଶ୍ଚିତତା ଲାଗି ରହିଛି। ଏହାରି ମଧ୍ୟରେ କିନ୍ତୁ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲର ନାମଲେଖା ପକ୍ରିୟା ୧୫ ତାରିଖ ଭିତରେ ଶେଷ କରିବାକୁ କୁହାଯାଇଛି।ଅଭିଭାବକମାନେ ସକାଳ ୭ଟାରୁ ୯.୩୦ଟା ମଧ୍ୟରେ ସ୍କୁଲକୁ ଆସି ନାମଲେଖାଇପାରିବେ। ତେବେ ଏହି ସମୟରେ ସେମାନେ କୋଭିଡ୍ ୧୯ ଗାଇଡଲାଇନ୍ ପାଳନ କରିବେ।ଏନେଇ ସ୍କୁଲର ପ୍ରଧାନଶିକ୍ଷକ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଉପରେ ତୀକ୍ଷଣ ନଜର ରଖିବାକୁ କୁହାଯାଇଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦୁଇଦିନିଆ ସଟଡାଉନ ପ୍ରଭାବରେ ଦିଗପହଣ୍ଡି ଜନଶୂନ୍ୟ

ଦୁଇଦିନିଆ ସଟଡାଉନ ପ୍ରଭାବରେ ଦିଗପହଣ୍ଡି ଜନଶୂନ୍ୟ

Read More...

ବଜ୍ରପାତ ଘଟି ୭ ଟି ଗାଇ ସମେତ ୨ ବାଛୁରୀ ମୃତ

ବଜ୍ରପାତ ଘଟି ୭ ଟି ଗାଇ ସମେତ ୨ ବାଛୁରୀ ମୃତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: