ପୋଚ୍ ସହ ବିଦେଶୀ ମଦ ଜବତ, ୯ ଗିରଫ

June 09, 2020, ଅପରାଧ, , BHAGYAPRABHA NEWS
ପୋଚ୍ ସହ ବିଦେଶୀ ମଦ ଜବତ, ୯ ଗିରଫ
BHAGYAPRABHA NEWS
[ INPUT ]
Bhagyaprabha News Bureau
June 09, 2020

ଲକଡାଉନ୍ ସମୟରେ ମଦର ଚୋରା କାରବାର ଅହେତୁକ ବୃଦ୍ଧି ପାଉଛି । ଅନେକ ସ୍ଥାନରେ ଦେଶୀ ମଦ ମଧ୍ୟ ବେଆଇନ ଭାବେ ବିକ୍ରି ହେଉଥିବା ଅଭିଯୋଗ ହେଉଚି । ଗଞ୍ଜାମ ଜିଲ୍ଲାରେ ମଧ୍ୟ କିଛି ଦିନ ହେଲା ଚୋରା ମଦ କାରବାର ବୃଦ୍ଧି ପାଇଛି । ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ପୁରୁଷୋତ୍ତମପୁର, ଛତ୍ରପୁର ଓ ଖଲ୍ଲିକୋଟର ବିଭିନ୍ନ ଅଞ୍ଚଳରେ ଚଢାଉ କରାଯାଇଛି ।ଏହି ଚଢାଉରେ ବିଭାଗ ୨୭୩ ଲିଟର ପୋଚ୍ ସହ ପାଖାପାଖି ୧୮ ଲିଟର ବିଦେଶୀ ମଦ ଜବତ କରିଛି । ଏହାସହ ୩ଟି ମୋଟରସାଇକେଲ ମଧ୍ୟ ଜବତ କରାଯାଇଛି । ଏହି ଘଟଣାରେ ସଂପୃକ୍ତି ଅଭିଯୋଗରେ ୯ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଏନେଇ ଛତ୍ରପୁର ଅବକାରୀ ସୁପରିଟେଣ୍ଡେଣ୍ଟ୍ ସୂଚନା ଦେଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅରବିନ୍ଦ କେଜରିୱାଲଙ୍କ ଆସିଲା କରୋନା ନେଗେଟିଭ୍

ଅରବିନ୍ଦ କେଜରିୱାଲଙ୍କ ଆସିଲା କରୋନା ନେଗେଟିଭ୍

Read More...

ଭୁବନେଶ୍ୱର ଏମ୍ସର ୪ ଡାକ୍ତର କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର ଏମ୍ସର ୪ ଡାକ୍ତର କରୋନା ପଜିଟିଭ ଚିହ୍ନଟ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: