ଆଜିଠୁ ଗଞ୍ଜାମରେ ୧୯ ଘଣ୍ଟିଆ ସଟ୍‌ଡାଉନ୍

June 15, 2020, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ଆଜିଠୁ ଗଞ୍ଜାମରେ ୧୯ ଘଣ୍ଟିଆ ସଟ୍‌ଡାଉନ୍
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
June 15, 2020

ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହାକୁ ରୋକିବା ପାଇଁ ଆଜିଠାରୁ ଜିଲ୍ଲାରେ ୧୯ ଘଣ୍ଟିଆ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆସନ୍ତା ୧୪ ଦିନ ପାଇଁ କଟକଣା କରାଯାଇଛି। । ତେବେ ଏହି ସଟଡାଉନରେ ଜୁନ୍‌ ୩୦ ତାରିଖ ଯାଏଁ ବଳବତ୍ତର ରହିବ । ଆଜିଠାରୁ ଜିଲ୍ଲାରେ ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ଦୋକାନ ଖୋଲା ରହିବାକୁ ନିର୍ଦ୍ଦେଶ ଥିବାବେଳେ ଦିନ ୧୨ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ରହିବ । ତେବେ ଏହି ସମୟରେ କୌଣସି ଲୋକ ଘରୁ ବାହାରକୁ ବାହାରିବେ ନାହିଁ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟରେ ମାମଲା ରୁଜୁ

ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟରେ ମାମଲା ରୁଜୁ

Read More...

 ପୁଣିଥରେ ଗୁଜରାଟରେ ଭୂକମ୍ପ ଝଟକା

ପୁଣିଥରେ ଗୁଜରାଟରେ ଭୂକମ୍ପ ଝଟକା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: