ଓଆଇସି ପ୍ରସ୍ତାବ ଉପରେ ଜବାବ ଦେଲା ଭାରତ

March 03, 2019, ଦେଶଦୁନିଆ, , Bhagyaprabha News Bureau
ଓଆଇସି ପ୍ରସ୍ତାବ ଉପରେ  ଜବାବ ଦେଲା ଭାରତ
Bhagyaprabha News Bureau
March 03, 2019

ଭାରତ ଇସଲାମିକ ସହଯୋଗ ସଂଗଠନ ବା ଓଆଇସିରେ ଏକ ପ୍ରସ୍ତାବ ଉପରେ ପ୍ରତିକ୍ରିୟା ପକାଶ କରିଛି । ଜମ୍ମୁ-କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ ଏବଂ ଏହି ପ୍ରସଙ୍ଗ ଦେଶର ଆନ୍ତରିକ ସୁରକ୍ଷା ସହ ଜଡିତ ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ।ଓଆଇସିରେ ସାମିଲ ହୋଇଥିବା ଦେଶର ବୈଦେଶିକ ମନ୍ତ୍ରୀଙ୍କ ବୈଠକ ଆବୁଧାବିରେ ସମାପ୍ତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଭାରତର ବୈଦେଶିକ ସଚିବ ରବୀଶ କୁମାର । ସେ କହିଛନ୍ତି ଯେ, ଜମ୍ମୁ-କାଶ୍ମୀର ଦେଶର ଅଭିନ୍ନ ଅଙ୍ଗ । ଏହି ପ୍ରସଙ୍ଗ ଭାରତର ଆଭ୍ୟନ୍ତରୀଣ ସୁରକ୍ଷା ସହ ସହବନ୍ଧିତ ।ଏହାପୂର୍ବରୁ ପାକିସ୍ତାନର ବୈଦେଶିକ ବିଭାଗ କହିଥିଲା ଯେ, ଓଆଇସି ବୈଠକରେ ବିଭିନ୍ନ ଦେଶ କାଶ୍ମୀର ପ୍ରସଙ୍ଗରେ ପାକକୁ ସମର୍ଥନ କରିଥିଲେ ।ସୂଚନାଯୋଗ୍ୟ କି, ଓଆଇସିରେ ୫୭ଟି ମୁସଲିମ ବହୁଳ ଦେଶ ସାମିଲ ହୋଇଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସ୍କୁଲ ଯିବାକୁ ପରିବହନ ଖର୍ଚ୍ଚ ଦେବେ ସରକାର

ସ୍କୁଲ ଯିବାକୁ ପରିବହନ ଖର୍ଚ୍ଚ ଦେବେ ସରକାର

Read More...

ବଢିଲା ପୋଲିସ କର୍ମଚାରୀଙ୍କ ବିଭିନ୍ନ ଭତ୍ତା

ବଢିଲା ପୋଲିସ କର୍ମଚାରୀଙ୍କ ବିଭିନ୍ନ ଭତ୍ତା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: