ନାଗ ସାପ କାମୁଡ଼ାରେ ନାବାଳିକାଙ୍କ ମୃତ୍ୟୁ, ମିଳିଲାନି ମହାପ୍ରୟାଣ ସୁବିଧା

June 19, 2020, ଅପରାଧ, ଗଞ୍ଜାମ, BHAGYAPRABHA NEWS
ନାଗ ସାପ କାମୁଡ଼ାରେ ନାବାଳିକାଙ୍କ ମୃତ୍ୟୁ, ମିଳିଲାନି ମହାପ୍ରୟାଣ ସୁବିଧା
BHAGYAPRABHA NEWS
[ INPUT ]
Bhagyaprabha News Bureau
June 19, 2020


ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତର ନୂଆଗଡ଼ ଗ୍ରାମରେ ଏକ ନାଗ ସାପ ଦଂଶନରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି l ପ୍ରାପ୍ତ ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ମାଧବ ସ୍ଵାଇଁଙ୍କ ଝିଅ ପୁଷ୍ପାଞ୍ଜଳି ସ୍ଵାଇଁ (୧୫) ସକାଳୁ ବିଲକୁ ବାପାଙ୍କ ପାଇଁ ଭାତ ଖାଇବା ସକାସେ ନେବା ସମୟରେ ହଠାତ୍ ଏକ ନାଗ ସାପ ଆସି ଦଂଶନ କରିବା ପରେ ତାଙ୍କୁ ପ୍ରଥମେ ସୁମଣ୍ଡଳ ଓ ପରେ ବ୍ରହ୍ମପୁର ମେଡିକାଲକୁ ନେବା ପରେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ସେଠାରେ ପୁଲିସ ଶବକୁ ଜବତ କରି ବ୍ଯବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି l ମାଧବ ଜଣେ ଗରିବ ଲୋକ ହେତୁ ତାଙ୍କୁ ସରକାରୀ ସହାୟତା ପାଇଁ ଦାବୀ କରାଯାଇଛି l ସେପଟେ ସରକାରୀ ଗାଡି ମିଳୁନଥିବା ବେଳେ ପାଞ୍ଚ ଟଙ୍କା ଦେଇ ଝିଅର ଶବକୁ ଭଡା ଗାଡିରେ ଆଣିବା ପାଇଁ ଗରିବ ବାପା ବାଧ୍ୟ ହୋଇଛନ୍ତି l ଗରିବଙ୍କୁ ଶୋଷଣ କରିବା ଯୋଗୁଁ ସରକାର ଶବ ବୋହିବା ପାଇଁ ବିଧିବଦ୍ଧ ବ୍ୟବସ୍ଥା କରିବା ପାଇଁ ଦାବୀ କରାଯାଇଛି l




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମଦ୍ୟପ ପୁଅର ଉନ୍ମତ କାଣ୍ଡରେ ଅତିଷ୍ଠ ମାଆ, ପୁଅକୁ ହାଣି ମାଟିରେ ପୋତିଦେଲା

ମଦ୍ୟପ ପୁଅର ଉନ୍ମତ କାଣ୍ଡରେ ଅତିଷ୍ଠ ମାଆ, ପୁଅକୁ ହାଣି ମାଟିରେ ପୋତିଦେଲା

Read More...

ଦୁଇ ବୀର ଶହୀଦ ଜବାନଙ୍କ ପ୍ରତି ଶାନ୍ତି ଶୋଭାଯାତ୍ରା

ଦୁଇ ବୀର ଶହୀଦ ଜବାନଙ୍କ ପ୍ରତି ଶାନ୍ତି ଶୋଭାଯାତ୍ରା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: