ଗୋ ମାଂସ ବୋଝେଇ କଣ୍ଟେନର ଜବତ

June 21, 2020, ଅପରାଧ, ଗଞ୍ଜାମ, BHAGYAPRABHA NEWS
ଗୋ ମାଂସ ବୋଝେଇ କଣ୍ଟେନର ଜବତ
BHAGYAPRABHA NEWS
[ INPUT ]
Bhagyaprabha News Bureau
June 21, 2020

ଆନ୍ଧ୍ର ପ୍ରଦେଶ ଓ ଓଡିଶା ସିମାନ୍ତ ଇଛାପୁର ଠାରେ ଏକ ଗୋ ମାଂସ ବୋଝେଇ କଣ୍ଟେନର ଜବତ ହୋଇଛି । ଏକ କଣ୍ଟେନର ରେ ଭର୍ତି ହୋଇ ବିପୁଳ ପରିମାଣର ଗୋ ମାଂସ ଚାଲାଣ ବେଳେ ବିଶେସ ସୂତ୍ର ରୁ ଖବର ପାଇ କାବୁ କରିବା ରେ ସଫଳ ହୋଇଛନ୍ତି ବ୍ରହ୍ମପୁର ବଜରଙ୍ଗ ଦଳର କର୍ମୀ ମାନେ। କଣ୍ଟେନର ଟି ପଶ୍ଚିମବଙ୍ଗରୁ ଗୋ ମାଂସ ନେଇ ଚେନାଇ ଯାଉଥିବା ଡ୍ରାଇବର ଜଣକ କହିଛି। ସୁଚନା ମୁତାବକ ଗତ କାଲି ବିଳମ୍ବିତ ରାତିରେ ଗୋ ମାଂସ ବୋଝେଇ କଣ୍ଟେନର ଚେନାଇ ଚାଲାଣ କରାଯାଉଥିବା ନେଇ ବଜରଂ ଦଳର କର୍ମୀଆନ୍ଦୋଳନଗୋଳନ୍ଥରା ଥାନା ପୋଲିସକୁ ଖବର ଦେଇଥିଲେ କିନ୍ତୁ ପୋଲିସ ର ଖାମ ଖିଆଲ ନିତି ଯୋଗୁଁକଣ୍ଟେନର ଟି ଓଡିଶା ସିମାନ୍ତ ପାର ହେବା ରେ ସଫଳ ହଇଥିବା ବେଳେବଜରଙ୍ଗ ଦଳ କର୍ମୀ ମାନେ ପିଛା କରି ଆନ୍ଧ୍ର ଓଡିଶା ସୀମନ୍ତପୁରୁଷୋତପୁର ଠାରେ କାବୁ କରିଥିଲା ଖବର ପାଇ ଆନ୍ଧ୍ରର ଇଚ୍ଛାପୁର ପୋଲିସ ସେଠାରେ ପହଂଚି ଗୋ ମାଂସ ବୋଝେଇ କଣ୍ଟେନର କୁ ଜବତ କରିଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସଙ୍ଗରୋଧ କେନ୍ଦ୍ରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ସଙ୍ଗରୋଧ କେନ୍ଦ୍ରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

Read More...

ଆଜି ପୁଣି ୩୦୪ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଆଜି ପୁଣି ୩୦୪ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: