ସୌରାପଲ୍ଲୀ ରେ ଅଗ୍ନିକାଣ୍ଡ , ୩ ବଖରା ଘର ପୋଡି ନଷ୍ଟ

June 30, 2020, ଅପରାଧ, ଗଞ୍ଜାମ, BHAGYAPRABHA NEWS
ସୌରାପଲ୍ଲୀ ରେ ଅଗ୍ନିକାଣ୍ଡ , ୩ ବଖରା ଘର ପୋଡି ନଷ୍ଟ
BHAGYAPRABHA NEWS
[ INPUT ]
Bhagyaprabha News Bureau
June 30, 2020

ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତର ସୌରାପଲ୍ଲୀ ଗ୍ରାମରେ ଅଗ୍ନିକାଣ୍ଡ |ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ୩ ବଖରା ଘର ଜଳିଯାଇଥିବା ସୂଚନା |ଘରେ କେହି ନଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଅଗ୍ନି କାଣ୍ଡର କାରଣ ଜଣା ପଡି ନାହିଁ | ଅଗ୍ନିକାଣ୍ଡରେ ଘରର ଆସ ବାବ ପତ୍ର ଜଳି ପାଉଁଶ ହୋଇଯାଇଛି ତେବେ ଖବର ପାଇ ସୁମଣ୍ଡଳ ସରପଞ୍ଚ ପ୍ରତିନିଧି ସନ୍ତୋଷ ସାହୁ ଘଟଣା ସ୍ଥଳରେ ପଂହଁଚି ଅଗ୍ନିଶମ ବାହିନୀକୁ ଖବର ଦେବାପରେ ଦମକଳ ଗାଡି ପଂହଁଚି ନିଆଁକୁ ଆୟତ୍ତ କରିଛି |




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମଦ ବିକ୍ରିକୁ ନେଇ ଗୋଷ୍ଟି ସଂଘର୍ଷ ଜଣେ ମୃତ

ମଦ ବିକ୍ରିକୁ ନେଇ ଗୋଷ୍ଟି ସଂଘର୍ଷ ଜଣେ ମୃତ

Read More...

ଆଜିଠୁ ଛତ୍ରପୁର ଏନ୍ଏସି ୭ ଦିନ ପାଇଁ ସଟଡାଉନ୍

ଆଜିଠୁ ଛତ୍ରପୁର ଏନ୍ଏସି ୭ ଦିନ ପାଇଁ ସଟଡାଉନ୍

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: