ବ୍ରହ୍ମପୁରର ସମସ୍ତ ସୁନାଦୋକାନକୁ ବନ୍ଦ ରଖିବାକୁ ବ୍ୟବସାୟୀ ସଂଘର ନିଷ୍ପତ୍ତି

July 07, 2020, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ବ୍ରହ୍ମପୁରର ସମସ୍ତ ସୁନାଦୋକାନକୁ ବନ୍ଦ ରଖିବାକୁ ବ୍ୟବସାୟୀ ସଂଘର ନିଷ୍ପତ୍ତି
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
July 07, 2020

ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ସଂକ୍ରମକୁ ରୋକିବାକୁ ବ୍ରହ୍ମପୁରର ସମସ୍ତ ସୁନାଦୋକାନକୁ ବନ୍ଦ ରଖିବାକୁ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛି । ଆସନ୍ତା ୧୨ ତାରିଖ ଯାଏଁ ସହରରେ ସୁନାଦୋକାନ ବନ୍ଦ ରହିବ । ଆବଶ୍ୟର ପଡିଲେ ଅଧିକ ଦିନ ବି ବନ୍ଦ ରଖିବାକୁ ନିଷ୍ପତ୍ତି ନେଇ ସୁନା ବ୍ୟବସାୟୀ ସଂଘ । ରାଜ୍ୟରେ କରୋନା ମୁକାବିଲା ପାଇଁ ବ୍ୟାପକ କରାଯିବ ଆଂଟିଜେନ୍ ଟେଷ୍ଟିଂ । କଟକ, ଗଂଜାମ ଓ ଭୁବନେଶ୍ୱରରେ ଏହି ଟେଷ୍ଟିଂ କରାଯିବ । ଏଥିପାଇଁ ପ୍ରାୟ ୫ ହଜାର ଟେଷ୍ଟିଂ କିଟ୍ ଆସିଛି । ଏହିକ୍ରମରେ ଆଜି ଠାରୁ ଗଂଜାମରେ ହେବ ଆଂଟିଜେନ୍ ଟେଷ୍ଟିଂ । ଏଥିପାଇଁ ଗଂଜାମ ଜିଲ୍ଲାକୁ ୨ ହଜାର ୫ ଶହ ଆଂଟିଜେନ୍ ଟେଷ୍ଟିଂ କିଟ୍ ଦିଆଯାଇଛି । ଆସନ୍ତାକାଲି ଠାରୁ ସହରରେ ଆରମ୍ଭ ହେବ ଡୋର ଟୁ ଡୋର ସ୍କ୍ରିନିଂ ।ସ୍କ୍ରିନିଂ ସମୟରେ ଆବଶ୍ୟକତାକୁ ଦେଖି ସେହି ଅଂଚଳକୁ ୩ ରୁ ୪ ଦିନ ସଟଡାଉନ୍ ରଖାଯିବ । ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ଗଂଜାମ ଜିଲ୍ଲାପାଳ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏଥର ସିବିଏସ୍ଇ ସିଲାବସ୍ ୩୦ ପ୍ରତିଶତ କମିବ

ଏଥର ସିବିଏସ୍ଇ ସିଲାବସ୍ ୩୦ ପ୍ରତିଶତ କମିବ

Read More...

ବେଆଇନ ପଥର ଫୁଟାକୁ ପ୍ରତିବାଦ କରି ରାଜରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ

ବେଆଇନ ପଥର ଫୁଟାକୁ ପ୍ରତିବାଦ କରି ରାଜରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: