ଓଡି଼ଶା ଆସୁଛି କୋଲକାତା କଏନ୍ । ୨୦ ଟି ବସ୍ତାରୁ ଲକ୍ଷାଧିକ ଟଙ୍କା ଜବତ

January 15, 2019, ଓଡ଼ିଶା, , Bhagyaprabha News Bureau
ଓଡି଼ଶା ଆସୁଛି କୋଲକାତା କଏନ୍ । ୨୦ ଟି ବସ୍ତାରୁ ଲକ୍ଷାଧିକ ଟଙ୍କା ଜବତ
Bhagyaprabha News Bureau
January 15, 2019

ଓଡିଶା ମାର୍କେଟରେ କୋଲକାତା କଏନ୍ । ଆୟକର ବିଭାଗର ଜିଏସଟି ଡିପାର୍ଟମେଂଟ ଆଜି କୋଲକାତାରୁ ଭୁବନେଶ୍ୱର ଆସୁଥିବା ଏକ ବସ୍ରୁ ୨୦ରୁ ଅଧିକ କଏନ୍ ବସ୍ତା ଜବତ କରିଛି । ଯେଉଁଥିରେ, ଲକ୍ଷାଧିକ ଟଙ୍କାର କଏନ୍ ରହିଥିଲା । ଡ୍ରାଇଭରଙ୍କ କହିବା କଥା, ବସ୍ତା ପିଛା ଦେଢ ଶହ ଟଙ୍କା ନେଇ ସେ ଏସବୁ ଖୁଚୁରା ବସ୍ତା ଆଣିଥିଲେ ଏବଂ ପ୍ରତି ୨-୪ ଦିନରେ ସେ ଏମିତି ଖୁଚୁରା ବସ୍ତା ଆଣନ୍ତି । ତେବେ ପ୍ରଶ୍ନ ଉଠୁଛି, ଓଡିଶାରେ ପ୍ରଚୁର ପରିଣାଣର କଏନ୍ ଥିବା ବେଳେ କୋଲକାତାରୁ କାହିଁକି ଆସୁଛି ଏତେ ପରିମାଣର କଏନ୍ ।


ଓଡି଼ଶା ମାର୍କେଟରେ କୋଲକାତା କଏନ୍ । ରାଜ୍ୟକୁ ଆସୁଛି ବସ୍ତା ବସ୍ତା ଖୁଚୁରା । ପ୍ରତି ୨-୪ ଦିନରେ ଆସୁଛି ଲକ୍ଷାଧିକ ଟଙ୍କାର କଏନ୍ । କୋଲକାତାରୁ ବସରେ ଭୁବନେଶ୍ୱର ଆସୁଥିବା ୨୦ରୁ ଅଧିକ ଖୁଚୁରା ବସ୍ତାକୁ ଜବତ କରିଛି ଆୟକର ବିଭାଗର ଜିଏସ୍ଟି ଡିପାର୍ଟମେଂଟ । ବସର ଉପରେ ଓ ଭିତରେ ୨୦ରୁ ଅଧିକ ବସ୍ତା ରହିଥିଲା । ଯେଉଁଥିରେ ଥିଲା ଲକ୍ଷାଧିକ ଟଙ୍କାର ମୁଦ୍ରା ।






Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମିଶନ ଶକ୍ତି ରଥର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗାଁ ଗାଁରେ ବୁଲିବ ୬୦ଟି ରଥ

ମିଶନ ଶକ୍ତି ରଥର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗାଁ ଗାଁରେ ବୁଲିବ ୬୦ଟି ରଥ

Read More...

କର୍ଣ୍ଣାଟକରେ ପୁଣି ଅପରେସନ୍ ଲୋଟସ୍ ! ସଙ୍କଟରେ କୁମାରସ୍ୱାମୀ ସରକାର, ସମର୍ଥନ ଫେରାଇ ନେଲେ ୨ଜଣ ନିର୍ଦ୍ଦଳୀୟ ବିଧାୟକ ।

କର୍ଣ୍ଣାଟକରେ ପୁଣି ଅପରେସନ୍ ଲୋଟସ୍ ! ସଙ୍କଟରେ କୁମାରସ୍ୱାମୀ ସରକାର, ସମର୍ଥନ ଫେରାଇ ନେଲେ ୨ଜଣ ନିର୍ଦ୍ଦଳୀୟ ବିଧାୟକ ।

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: