ଆଜିଠୁ ରଥଯାତ୍ରାରେ ନିୟୋଜିତ ଥିବା ସେବାୟତଙ୍କ କରୋନା ପରୀକ୍ଷା

July 11, 2020, ଓଡ଼ିଶା, , BHAGYAPRABHA NEWS
ଆଜିଠୁ ରଥଯାତ୍ରାରେ ନିୟୋଜିତ ଥିବା ସେବାୟତଙ୍କ କରୋନା ପରୀକ୍ଷା
BHAGYAPRABHA NEWS
[ INPUT ]
Bhagyaprabha News Bureau
July 11, 2020

ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ଅନୁପାଳନ କରି ରଥଯାତ୍ରାରେ ନିୟୋଜିତ ଥିବା ସମସ୍ତ ସେବାୟତଙ୍କ ଆଜି ଠାରୁ ଆଉ ଥରେ କରାଯିବ କୋଭିଡ ଟେଷ୍ଟ । ୩ ଟି ଯାଗା ବଡ଼ଦାଣ୍ଡ ସ୍ଥିତ ହିନ୍ଦୀ ସ୍କୁଲ, ଗଦାଧର ହାଇ,ସ୍କୁଲ, ଆର୍ୟୁବୈଦିକ କଲେଜରେ ଏହି ଟେଷ୍ଟ କରାଯିବ । ପ୍ରାଥମିକ ପର୍ଯ୍ୟାୟରେ ଦଇତାପତି ସେବାୟତ ମାନଙ୍କ ପରୀକ୍ଷା କରାଯିବ । ସେବାୟତ ମାନଙ୍କ କୋଭିଡ ଟେଷ୍ଟ କରି ସମସ୍ତ ଘୋଷଯାତ୍ରା ସଂପର୍କିତ ରିପୋର୍ଟ କୋର୍ଟରେ ଦାଖଲ ହେବ ।ରଥଯାତ୍ରା ପୂର୍ବରୁ ଥରେ ସେବାୟତଙ୍କ କୋଭିଡ ଟେଷ୍ଟ ହୋଇଥିବା ବେଳେ ବାହୁଡା ଯାତ୍ରା ପୂର୍ବରୁ ଥରେ ଏବଂ ଘୋଷଯାତ୍ରା ପରେ ତୃତୀୟ ଥର ପାଇଁ ଟେଷ୍ଟ ହେବ । ୧୪ ତାରିଖ ପର୍ଯ୍ୟନ୍ତ ଚାରିଦିନ ଧରି ଏହି ପରୀକ୍ଷା ଚାଲିବ । ଯେହେତୁ ସେବାୟତମାନେ ରଥଯାତ୍ରାରେ ନିୟୋଜିତ ଥିଲେ, ତେଣୁ ସେମାନଙ୍କ ସାହି, ପରିବାରକୁ ନଜର ରଖି ଏହି ଟେଷ୍ଟ ହେବ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜିଠୁ ପୋଲିସ ସେବା ଭବନ ୪୮ ଘଣ୍ଟା ପାଇଁ ବନ୍ଦ

ଆଜିଠୁ ପୋଲିସ ସେବା ଭବନ ୪୮ ଘଣ୍ଟା ପାଇଁ ବନ୍ଦ

Read More...

ଆଜିଠାରୁ ସମ୍ବଲପୁରରେ ସାପ୍ତାହିକ ୨ ଦିନିଆ ସଟଡାଉନ ଲାଗୁ

ଆଜିଠାରୁ ସମ୍ବଲପୁରରେ ସାପ୍ତାହିକ ୨ ଦିନିଆ ସଟଡାଉନ ଲାଗୁ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: