କଟକ ଏସସିବି ଓ ଅଶ୍ୱିନୀ ହସ୍ପିଟାଲରେ ଆରମ୍ଭ ହେଲା ପ୍ରଥମ ପ୍ଲାଜମା ଥେରାପି

July 16, 2020, ଦେଶଦୁନିଆ, , BHAGYAPRABHA NEWS
କଟକ ଏସସିବି ଓ ଅଶ୍ୱିନୀ ହସ୍ପିଟାଲରେ ଆରମ୍ଭ ହେଲା ପ୍ରଥମ ପ୍ଲାଜମା ଥେରାପି
BHAGYAPRABHA NEWS
[ INPUT ]
Bhagyaprabha News Bureau
July 16, 2020

କରୋନା ମୁକାବିଲା ପାଇଁ ରାଜ୍ୟରେ ୪ଟି ଡାକ୍ତରଖାନାରେ ଆରମ୍ଭ ହୋଇଛି ପ୍ଲାଜମା ଥେରାପି । କଟକର ଅଶ୍ୱିନୀ କୋଭିଡ ହସ୍ପିଟାଲରେ ପ୍ରଥମ ପ୍ଲାଜମା ଥେରାପି ଆରମ୍ଭ ହୋଇଛି । ଆଇସିୟୁରେ ଥିବା ଜଣେ କରୋନା ରୋଗୀଙ୍କ ଠାରେ ଏହି ଥେରାପି କରାଯାଇଛି । ତେବେ ଜଣେ ରୋଗୀଙ୍କ ଠାରେ ପ୍ଲାଜମା ଥେରାପି କରାଯିବା ପରେ ୯୦ ଘଂଟା ଯାଏଁ ତାଙ୍କର ଅବସ୍ଥା ଅନୁଧ୍ୟାନ କରିବାକୁ ହେବ । ଏହା ପରେ ହିଁ କୁହାଯାଇପାରିବ ଏହା କେତେଦୂର ସଫଳ ହୋଇପାରିଛି । ସେହିପରି ୪ ଜଣଙ୍କ ଠାରୁ ପ୍ରଥମ ପର୍ଯ୍ୟାୟରେ ପ୍ଲାଜମା ଆଣିବା କାମ ଶେଷ ହୋଇଥିବା ସୂଚନା ମିଳିଛି ।ଗତକାଲି କଟକ ଏସସିବିରେ ଏହା କରାଯାଇଛି । ଏହା ମଧ୍ୟରୁ ଗୋଟିଏ ୟୁନିଟ୍ ବି ପଜିଟିଭ୍ ପ୍ଲାଜମା ଅଶ୍ୱିନୀ କୋଭିଡ୍ ଡାକ୍ତରଖାନାରେ ଜଣେ ୪୮ ବର୍ଷୀୟ ରୋଗୀଙ୍କ ଠାରେ ବ୍ୟବହାର କରାଯାଇଥିବା ସୂଚନା ମିଳିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟରେ ଆଉ ୪୦୧ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ଆଉ ୪୦୧ କରୋନା ଆକ୍ରାନ୍ତ ସୁସ୍ଥ

Read More...

ବିଜେଡିର ୩୬ ସାଧାରଣ ସମ୍ପାଦକଙ୍କୁ ଦାୟିତ୍ୱ ବଣ୍ଟନ

ବିଜେଡିର ୩୬ ସାଧାରଣ ସମ୍ପାଦକଙ୍କୁ ଦାୟିତ୍ୱ ବଣ୍ଟନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: