ହ୍ୟାକ୍ ହେଲା BJP ର ଅଫିସିଆଲ ୱେବସାଇଟ୍

March 05, 2019, ଖେଳ, , Bhagyaprabha News Bureau
ହ୍ୟାକ୍ ହେଲା BJP ର ଅଫିସିଆଲ ୱେବସାଇଟ୍
Bhagyaprabha News Bureau
March 05, 2019

ବିଜେପିର ୱେବସାଇଟ୍ ହ୍ୟାକ ହୋଇଯାଇଛି। ହ୍ୟାକର୍ସ ୱେବସାଇଟ୍ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ମୀମ ଶେୟାର କରି ଅନେକ ଅପଶବ୍ଦ ଲେଖିଛନ୍ତି। ବିଜେପି ତରଫରୁ ୱେବସାଇଟ ହ୍ୟାକ ହେବା ପରେ ବୟାନ ଆସିଛି। ପାର୍ଟୀ କହିଛି କି ୧୫ ରୁ ୨୦ ମିନଟ ଭିତରେ ୱେବସାଇଟକୁ ରିଷ୍ଟୋର କରି ନିଆଯିବ। ବର୍ତ୍ତମାନ ୱେବସାଇଟ୍ ଖୋଲିଲେ ମେଣ୍ଟେନାନ୍ସ ଚାଲିଛି ବୋଲି ଲେଖାଯାଇଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରେଜଲ୍ଟ ପାଇଁ ଘରୋଇ ସ୍କୁଲ ଛାଡିଲେ ୪୦୦ ଶହ ଶିକ୍ଷାର୍ଥୀ

ରେଜଲ୍ଟ ପାଇଁ ଘରୋଇ ସ୍କୁଲ ଛାଡିଲେ ୪୦୦ ଶହ ଶିକ୍ଷାର୍ଥୀ

Read More...

ଜରିମାନା ଦେବେ ୪ ରାଷ୍ଟ୍ରୟତ ବ୍ୟାଙ୍କ!

ଜରିମାନା ଦେବେ ୪ ରାଷ୍ଟ୍ରୟତ ବ୍ୟାଙ୍କ!

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: