ଦିଲ୍ଲୀ ଏମ୍ସରେ ଆଜିଠୁ କୋଭାକସିନର ହ୍ୟୁମାନ ଟ୍ରାଏଲ

July 20, 2020, ଦେଶଦୁନିଆ, , BHAGYAPRABHA NEWS
ଦିଲ୍ଲୀ ଏମ୍ସରେ ଆଜିଠୁ କୋଭାକସିନର ହ୍ୟୁମାନ ଟ୍ରାଏଲ
BHAGYAPRABHA NEWS
[ INPUT ]
Bhagyaprabha News Bureau
July 20, 2020

କରୋନାର ସ୍ୱଦେଶୀ ଟିକା କୋଭାକ୍ସିନକୁ ନେଇ ବଢୁଛି ଆଶା। ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍ ବା ଏମ୍ସରେ ଆଜିଠାରୁ କୋଭାକସିନର ହ୍ୟୁମାନ ଟ୍ରାଏଲ ଆରମ୍ଭ ହେବାକୁ ଯାଉଥିବା ସୂଚନା ମିଳିଛି ।ପ୍ରାପ୍ତ ସୂଚନା ଅନୁସାରେ, ଏହି ପରୀକ୍ଷଣ ପ୍ରଥମେ ୧୦୦ ସ୍ୱେଚ୍ଛାସେବୀଙ୍କ ଠାରେ କରାଯିବ । ୧୮ରୁ ୫୫ ବର୍ଷୀୟ ବୟସ୍କଙ୍କୁ ନେଇ ଏହି ପରୀକ୍ଷା ହେବ । ରବିବାର ଦିନ ଏମସର ଏଥିକାଲ କମିଟି ଏହାକୁ ଅନୁମତି ପ୍ରଦାନ କରିଥିଲେ । କୋଭାକ୍ସିନର ହ୍ୟୁମାନ ଟ୍ରାଏଲ ପାଇଁ ସ୍ୱଇଚ୍ଛାରେ ସାମିଲ ହେବାକୁ ସୁସ୍ଥ ଲୋକଙ୍କ ପାଇଁ ଆସନ୍ତାକାଲିଠୁ ପଞ୍ଜିକରଣ ମଧ୍ୟ ଆରମ୍ଭ ହୋଇଛି। ଅନ୍ୟ କୌଣସି ରୋଗ ନଥିବା ସହ କୋଭିଡ ସଂକ୍ରମିତ ହୋଇ ନଥିବା ୧୮ରୁ ୫୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଠାରେ ଏହି ପରୀକ୍ଷଣ କରାଯିବ ।କୋଭାକ୍ସିନକୁ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍ ସହ ମିଶି ଆଇସିଏମଆର ଓ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି ମିଳିତ ଭାବରେ ବିକଶିତ କରିଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଢ଼େଙ୍କାନାଳରେ ୫ଟି ଘରୋଇ ନର୍ସିଂହୋମ ଏବଂ ୩ଟି ପାଥୋଲ୍ୟାବ  ସିଲ୍

ଢ଼େଙ୍କାନାଳରେ ୫ଟି ଘରୋଇ ନର୍ସିଂହୋମ ଏବଂ ୩ଟି ପାଥୋଲ୍ୟାବ ସିଲ୍

Read More...

 ଦିଗପହଣ୍ଡି ସହରରେ ୧୦ ଦିନରେ ୧୦ ଜଣଙ୍କ ମୃତ୍ୟୁ ,  ୨୪ ସଂକ୍ରମିତଙ୍କୁ ବଣ୍ଟାଗଲା ଔଷଧ କିଟ

ଦିଗପହଣ୍ଡି ସହରରେ ୧୦ ଦିନରେ ୧୦ ଜଣଙ୍କ ମୃତ୍ୟୁ , ୨୪ ସଂକ୍ରମିତଙ୍କୁ ବଣ୍ଟାଗଲା ଔଷଧ କିଟ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: