ଆସନ୍ତା ୨୯ରେ ଭାରତରେ ପହଞ୍ଚିବ ୫ଟି ରାଫେଲ୍ ଯୁଦ୍ଧ ବିମାନ

July 21, 2020, ଦେଶଦୁନିଆ, , BHAGYAPRABHA NEWS
ଆସନ୍ତା ୨୯ରେ ଭାରତରେ ପହଞ୍ଚିବ ୫ଟି ରାଫେଲ୍ ଯୁଦ୍ଧ ବିମାନ
BHAGYAPRABHA NEWS
[ INPUT ]
Bhagyaprabha News Bureau
July 21, 2020

ଚୀନ୍ ଓ ପାକିସ୍ତାନ ପାଇଁ ସତର୍କଘଣ୍ଟି । ନିୟନ୍ତ୍ରଣ ରେଖା ଡେଇଁଲେ ଏଥର ଭୋଗିବ । ଚଳିତ ମାସ ଭାରତରେ ପହଞ୍ଚିବ ରାଫେଲ ଯୁଦ୍ଧ ବିମାନ । ପ୍ରଥମ ପର୍ଯ୍ୟାୟରେ ୫ଟି ହରିୟାଣାର ଅମ୍ବାଲାରେ ପହଞ୍ଚିବ । ଅଗଷ୍ଟରେ ଭାରତୀୟ ବାୟୁସେନାରେ ସାମିଲ କରିବା ନେଇ ଲକ୍ଷ୍ୟ ରଖାଯାଇଛି ।ବାୟୁସେନାର ପାଇଲଟ୍ ରାଫେଲ ଉଡ଼ାଇବା ପାଇଁ ତାଲିମ ନେଇଛନ୍ତି ଓ ପ୍ରସ୍ତୁତ ରହିଛନ୍ତି । ଫ୍ରାନ୍ସଠାରୁ ୫୮ ହଜାର କୋଟି ଟଙ୍କା ବିନିମୟରେ ମୋଟ ୩୬ଟି ରାଫେଲ ବିମାନ କିଣିବା ନେଇ ଚୁକ୍ତି କରିଛି ଭାରତ । ୨୦୧୬ରେ ଦାସୋଲ୍ଟ ଏଭିଏସନ୍ ସହ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ବାୟୁସେନାରେ ସାମିଲ ପରେ ଲଢୁଆ ରାଫେଲ ଯୁଦ୍ଧ ବିମାନକୁ ଇଷ୍ଟର୍ଣ୍ଣ ଲଦାଖରେ ମୁତୟନ କରାଯିବ ବୋଲି ସୂଚନା ମିଳିଛି ।ଏବେ ଚୀନ୍ ସହ ସୀମା ବିବାଦ ଲାଗି ରହିଛି । ଏଭଳି ସ୍ଥିତିରେ ରାଫେଲ ଯୁଦ୍ଧ ବିମାନ ନିୟନ୍ତ୍ରଣ ରେଖାରେ ବାୟୁସେନାର ଶକ୍ତି ବୃଦ୍ଧି କରିବ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜିଠୁ ନବରଙ୍ଗପୁର ଜିଲ୍ଲା ସଟ୍‌ଡାଉନ

ଆଜିଠୁ ନବରଙ୍ଗପୁର ଜିଲ୍ଲା ସଟ୍‌ଡାଉନ

Read More...

ବଜ୍ରପାତରେ ୪ବର୍ଷର ଶିଶୁ ମୃତ, ଯୁବତୀ ଗୁରୁତର

ବଜ୍ରପାତରେ ୪ବର୍ଷର ଶିଶୁ ମୃତ, ଯୁବତୀ ଗୁରୁତର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: