ଅଯୋଧ୍ୟା ମାମଲାରେ ଆଜି ସୁପ୍ରିମ କୋର୍ଟରେ ହେବ ଶୁଣାଣୀ

March 06, 2019, ଦେଶଦୁନିଆ, , Bhagyaprabha News Bureau
ଅଯୋଧ୍ୟା ମାମଲାରେ ଆଜି ସୁପ୍ରିମ କୋର୍ଟରେ ହେବ ଶୁଣାଣୀ
Bhagyaprabha News Bureau
March 06, 2019

ଅଯୋଧ୍ୟାର ବିବାଦୀୟ ଜମିକୁ ନେଇ ସୁପ୍ରିମ କୋର୍ଟରେ ଆଜି ହେବ ଶୁଣାଣୀ । ମାମଲାର ମଧ୍ୟସ୍ଥତା ହେବ କି ନାହିଁ ସେ ନେଇ ସୁପ୍ରିମକୋର୍ଟ ଆଜି ନେବେ ନିଷ୍ପତି । ସୁପ୍ରିମକୋର୍ଟ କହିଥିଲେ ଯେ, ଦୁଇ ପକ୍ଷର ଆପସ ବୁଝାବଣା ମାଧ୍ୟମରେ ମାମଲାର ସମାଧାନ କରନ୍ତୁ । ଆଜି ଏନେଇ ଉଭୟ ପକ୍ଷ ସୁପ୍ରିମକୋର୍ଟରେ ନିଜର ମତ ରଖିସାରିବା ପରେ ସୁପ୍ରିମକୋର୍ଟ ଅନ୍ୟ କାର୍ଯୟ ପନ୍ଥା ସ୍ଥିର କରିବେ । ପୁର୍ବରୁ ଦୁଇ ପକ୍ଷ ଭିନ୍ନ ଭିନ୍ନ ମତ ଦେଇଥିଲେ । ହିନ୍ଦୁ ମାନଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଲଢୁଥିବା ଓକିଲ ସତ୍ୟପାଠରେ କହିଥିଲେ, ଏହି ମାମଲାରେ ମଧ୍ୟସ୍ଥତା ଠିକ ନୁହେଁ , । ଉଭୟ ପକ୍ଷ ଆଜି ସୁପ୍ରିମକୋର୍ଟରେ ନିଜ ନିଜର ମତ ରଖି ମଧ୍ୟସ୍ଥତା ଚାହୁଁଛନ୍ତି କି ନାହିଁ ତାହା ସର୍ବୋଚ୍ଚ ନ୍ୟାୟାଳୟକୁ ଜଣାଇବେ । ଯାହାଜଣାଯାଉଛି , ସୁପ୍ରିମକୋର୍ଟ ଏହି ମାମଲାରେ ନିର୍ଣ୍ଣାୟକ ରାୟ ଦେବେ । ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ଦୀର୍ଘ ଦୀନ ଧରି ସୁପ୍ରିକୋର୍ଟରେ ଏହି ମାମଲାର ଶୁଣାଣୀ ଜାରି ରହିଛି । ଆଜି ଏହି ମାମଲାର ଶୁଣାଣୀ ଉପରେ ସମସ୍ତ ରାଜନୈତିକ ଦଳ ମାନଙ୍କର ନଜର ରହିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟରେ ଆରମ୍ଭ ହେଲା ପ୍ରଥମ ଜଳପଥ ଆମ୍ବୁଲାନ୍ସ ସେବା

ରାଜ୍ୟରେ ଆରମ୍ଭ ହେଲା ପ୍ରଥମ ଜଳପଥ ଆମ୍ବୁଲାନ୍ସ ସେବା

Read More...

ଦିଗପହଣ୍ଡି ଥାନାରେ ନୂତନ ଆଇଆଇସିଙ୍କ ଯୋଗଦାନ

ଦିଗପହଣ୍ଡି ଥାନାରେ ନୂତନ ଆଇଆଇସିଙ୍କ ଯୋଗଦାନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: