ଆଜି ଦିନ ୧୧ଟାରେ ଦେଶବାସୀଙ୍କୁ "ମନ୍ କି ବାତ୍‌' କାର୍ଯ୍ୟକ୍ରମ" ଜରିଆରେ ସମ୍ବୋଧନ କରିବେ ମୋଦୀ

July 26, 2020, ଦେଶଦୁନିଆ, , BHAGYAPRABHA NEWS
ଆଜି ଦିନ ୧୧ଟାରେ ଦେଶବାସୀଙ୍କୁ
BHAGYAPRABHA NEWS
[ INPUT ]
Bhagyaprabha News Bureau
July 26, 2020

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ପୂର୍ବାହ୍ନ ୧୧ଟାରେ ରେଡିଓ କାର୍ଯ୍ୟକ୍ରମ 'ମନ୍ କି ବାତ୍‌' ଜରିଆରେ ଦେଶବାସୀଙ୍କୁ ସମ୍ବୋଧନ କରିବେ । କାର୍ଯ୍ୟକ୍ରମର ଏହା ହେଉଛି ୬୬ତମ ସଂସ୍କରଣ । ଯାହା ଆଶା କରାଯାଉଛି, ପ୍ରଧାନମନ୍ତ୍ରୀ ମୋଦୀ ମନ୍ କି ବାତ କାର୍ଯ୍ୟକ୍ରମ ଜରିଆରେ ଜୁଲାଇ ୩୧ ପରେ କେରାନା ଲକଡାଉନ ଓ ସଟଡାଉନ ନେଇ କ'ଣ କରାଯିବ, ସେନେଇ ସୂଚନା ପ୍ରଦାନ କରିପାରନ୍ତି । କରୋନା ଭାଇରସ ମହାମାରୀ କାରଣରୁ ଏବେ ଦେଶରେ ୫ଟି ପର୍ଯ୍ୟାୟରେ ଶେଷ ହେବା ପରେ ଅନଲକ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀ ଏହା ପୂର୍ବରୁ ଗତ ମାର୍ଚ୍ଚ ୨୯, ଏପ୍ରିଲ ୨୬, ମେ' ମାସ ୩୧ ଓ ଜୁନ ୨୮ ତାରିଖରେ ରେ ମନ୍ କି ବାତ ଜରିଆରେ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜିଠୁ ସମ୍ବଲପୁରରେ ଦ୍ୱିତୀୟ ପର୍ଯ୍ୟାୟ ସଟଡାଉନ୍

ଆଜିଠୁ ସମ୍ବଲପୁରରେ ଦ୍ୱିତୀୟ ପର୍ଯ୍ୟାୟ ସଟଡାଉନ୍

Read More...

  ଟ୍ରକ୍ ଧକ୍କାରେ ମହିଳାଙ୍କ ମୃତ୍ୟୁ

ଟ୍ରକ୍ ଧକ୍କାରେ ମହିଳାଙ୍କ ମୃତ୍ୟୁ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: