ବାଳୁକା କଳାରେ ଅଯୋଦ୍ଧା ପାଇଁ ଶୁଭେଚ୍ଛା

August 04, 2020, ଦେଶଦୁନିଆ, ଗଞ୍ଜାମ, Swadhina Kumar Sahu
ବାଳୁକା କଳାରେ ଅଯୋଦ୍ଧା ପାଇଁ ଶୁଭେଚ୍ଛା
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
August 04, 2020

ଆସନ୍ତା ପାଞ୍ଚ ତାରିଖରେ ବହୁ ପ୍ରତିକ୍ଷିତ ଅଯୋଧ୍ୟା ରାମ ମନ୍ଦିରର ଭୂମି ପୂଜନ ଅନୁଷ୍ଠିତ ହେବ । ଏହାର ଭୂମି ପୂଜନ ନିମନ୍ତେ ଉତ୍ତର ପ୍ରଦେଶ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ଆୟୋଜନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହାର ଭୂମି ପୂଜନରେ ଖୋଦ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । ବର୍ତ୍ତମାନ ଏହାକୁ ନେଇ ସାରା ଭାରତ ବର୍ଷର ରାମ ଭକ୍ତଙ୍କ ମନରେ ଖୁସିର ଲହରି ଖେଳି ଯାଇଛି ତ କେଉଁଠି ଭକ୍ତ ଓ ଶ୍ରଦ୍ଧାଳୁ ମାନେ ବିଭିନ୍ନ ପୂଜା ଓ ନାମ ସଂକ୍ରିତନ କରିବାରେ ଲାଗିଛନ୍ତି । ସେହିପରି ବ୍ରହ୍ମପୁରର ବାଳୁକା ଶୀଳ୍ପୀ ସତ୍ୟ ମହାରଣା ଏହାକୁ ନେଇ ନିଜ ବାଳୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି । ସ୍ୟାଣ୍ଡ ଆନିମେସନ ଜରିଆରେ ସତ୍ୟ ନିଜର ନିଖୁଣ କଳାରେ ଦେଶବାସୀଙ୍କୁ ଅଯୋଧ୍ୟା ରାମ ମନ୍ଦିର ଭୂମି ପୂଜନର ଶୁଭେଚ୍ଛା ଜଣାଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟରେ ଆଉ ୧୩୮୪  କରୋନା ପଜିଟିଭ୍ ଟିହ୍ନଟ

ରାଜ୍ୟରେ ଆଉ ୧୩୮୪ କରୋନା ପଜିଟିଭ୍ ଟିହ୍ନଟ

Read More...

ଠିକାଦାରଙ୍କୁ ଆକ୍ରମଣ ଓ ଲୁଟ୍ ମାମଲାରେ ଜଣେ ଗିରଫ : ମୋବାଇଲ ଓ ଟଙ୍କା ଜବତ

ଠିକାଦାରଙ୍କୁ ଆକ୍ରମଣ ଓ ଲୁଟ୍ ମାମଲାରେ ଜଣେ ଗିରଫ : ମୋବାଇଲ ଓ ଟଙ୍କା ଜବତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: