ଗଞ୍ଜାମରେ କୋଭିଡ ପଜିଟିଭ୍‌ ମାମଲା ହ୍ରାସ ପାଉଛି : ଜିଲ୍ଲାପାଳ

August 06, 2020, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ଗଞ୍ଜାମରେ କୋଭିଡ ପଜିଟିଭ୍‌ ମାମଲା ହ୍ରାସ ପାଉଛି : ଜିଲ୍ଲାପାଳ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
August 06, 2020

ଗଞ୍ଜାମରେ ଗତ ୧୦ଦିନ ହେବ କରୋନା ଟେଷ୍ଟିଂ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କୋଭିଡ ପଜିଟିଭ୍‌ ମାମଲା ହ୍ରାସ ପାଇବାରେ ଲାଗିଛି। କରୋନା ସଂକଟ ସମୟରେ ଲୋକମାନେ କୋଭିଡ-୧୯ ମାର୍ଗଦର୍ଶିକା ପାଳନ କରି ସାମାଜିକ ଦୂରତା ଓ ମାସ୍କକୁ ବାଧ୍ୟତାମୂଳକ ଭାବେ ବ୍ୟବହାର କରୁଥିବାରୁ କରୋନା ପଜିଟଭ୍‌ ମାମଲା ହ୍ରାସ ପାଇଛି। କରୋନା ଯୁଦ୍ଧରେ ସହଯୋଗ କରୁଥିବା ହେତୁ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ଘରଘର ବୁଲି ସ୍କ୍ରିନିଂ କରିବା ସହିତ ଆରଆରଟି ବୁଲି ଲୋକମାନଙ୍କର କରୋନା ଲକ୍ଷଣ ଚିହ୍ନଟ କରି ସେମାନଙ୍କ ଚିକିତ୍ସା ଜାରି ରଖିଛି। ଏହି କାରଣରୁ କରୋନା ସଂକ୍ରମିତ ସଂଖ୍ୟା ହ୍ରାସ ପାଉଛି । କିନ୍ତୁ କୌଣସି ବ୍ୟକ୍ତି କୌଣସି ବି ପରିସ୍ଥିତିରେ ଶରୀରରେ କରୋନା ଲକ୍ଷଣ ଦେଖା ଯାଉଥିଲେ ତାହାକୁ ଲୁଚାଇ ରଖନ୍ତୁ ନାହିଁ। ଲକ୍ଷଣ ଦେଖା ଯାଉଥିଲେ ତୁରନ୍ତ କୋଭିଡ ପରୀକ୍ଷା କରାନ୍ତୁ, ରିପୋର୍ଟ ପଜିଟଭ୍‌ ଆସିଲେ ଚିକିତ୍ସା କରାନ୍ତୁ ବୋଲି ଜିଲ୍ଲାପାଳ କହିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନୂଆ ଶିକ୍ଷା ନୀତି ନେଇ ଆଜି ମତ ରଖିବେ ପ୍ରଧାନମନ୍ତ୍ରୀ

ନୂଆ ଶିକ୍ଷା ନୀତି ନେଇ ଆଜି ମତ ରଖିବେ ପ୍ରଧାନମନ୍ତ୍ରୀ

Read More...

ରାଜ୍ୟରେ ଆଉ ୧୧୫୦ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ଆଉ ୧୧୫୦ କରୋନା ଆକ୍ରାନ୍ତ ସୁସ୍ଥ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: