ଧୋନିଙ୍କୁ ବିଶ୍ରାମ!

March 09, 2019, ଖେଳ, , Bhagyaprabha News Bureau
ଧୋନିଙ୍କୁ ବିଶ୍ରାମ!
Bhagyaprabha News Bureau
March 09, 2019

ଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ର ଶେଷ ଦୁଇଟି ମ୍ୟାଚ୍‌ରେ ଖେଳିବେନି ଟିମ୍‌ ଇଣ୍ଡିଆର କ୍ରିକେଟର ମହେନ୍ଦ୍ର ସିଂହ ଧୋନି। ତାଙ୍କୁ ଟିମ୍‌ ମ୍ୟାନେଜମେଣ୍ଟ ବିଶ୍ରାମ ନେବାକୁ ନିଷ୍ପତ୍ତି ନେଇଛି। ଆଜି ରାଞ୍ଚି ଠାରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ଦିନିକିଆରେ ଭାରତ ପରାସ୍ତ ହୋଇଛି। ଏହାପରେ ଟିମ୍‌ ଇଣ୍ଡିଆର ବ୍ୟାଟିଂ କୋଚ୍‌ ସଞ୍ଜୟ ବାଙ୍ଗର କହିଛନ୍ତି, “ଆମେ ଏବେ କିଛି ପରିବର୍ତ୍ତନ କରିବାକୁ ଚାହୁଁଛୁ। ମାହି(ଧୋନି) ଶେଷ ଦୁଇଟି ଦିନିକିଆ ଖେଳିବେନି। ତାଙ୍କୁ ବିଶ୍ରାମ ଦିଆଯିବ।”




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାକିସ୍ତାନ ଆତଙ୍କବାଦ ର ଭୂସ୍ୱର୍ଗ

ପାକିସ୍ତାନ ଆତଙ୍କବାଦ ର ଭୂସ୍ୱର୍ଗ

Read More...

ସହିଦ ନଗର ଥାନା ଆକ୍ରମଣ ଘଟଣା ରେ  ମୁଖ୍ୟ ଅଭିଯୁକ୍ତ ଗିରଫ

ସହିଦ ନଗର ଥାନା ଆକ୍ରମଣ ଘଟଣା ରେ ମୁଖ୍ୟ ଅଭିଯୁକ୍ତ ଗିରଫ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: