ଇସ୍କନକୁ ବଡ ଝଟକା

March 09, 2019, ଓଡ଼ିଶା, , Bhagyaprabha News Bureau
ଇସ୍କନକୁ ବଡ ଝଟକା
Bhagyaprabha News Bureau
March 09, 2019

ଇସ୍କନ୍କୁ ଅନ୍ୟ ଦେବଦେବୀ ମନ୍ଦିର କମ୍ପ୍ଲେକ୍ସ ନିର୍ମାଣ ପାଇଁ ଅନୁମତି ମିଳିବ, କିନ୍ତୁ ଜଗନ୍ନାଥ ମନ୍ଦିର ପାଇଁ ନୁହେଁ। ଏମିତି ସର୍ତ୍ତରେ ନିର୍ମାଣ କରିବାକୁ ହାଇକୋର୍ଟ ଦେଇଛନ୍ତି ଅନୁମତି। ହାଇକୋର୍ଟଙ୍କଠାରୁ ଏହି ନିର୍ଦ୍ଦେଶ ମିଳିବା ପରେ ପୁରୀ ସିପସରୁବାଲିରେ ଇସ୍କନ୍ ମନ୍ଦିର କମ୍ପ୍ଲେକ୍ସ ନିର୍ମାଣର ବାଟ ଖୋଲିଛି। ୨୦୧୬ରେ ଇସ୍କନ୍ ସିପସରୁବାଲି ମୌଜାରେ ଏକ ମନ୍ଦିର କମ୍ପ୍ଲେକ୍ସ କରିବାକୁ ଯୋଜନା ଅନୁମୋଦନ ନେଇଥିଲା। ତେବେ ସେଠାରେ ଦ୍ବିତୀୟ ଜଗନ୍ନାଥ ମନ୍ଦିର କରିବାକୁ ଘୋଷଣା କରିବା ପରେ ଉପୁଜିଥିଲା ବିବାଦ। ଜନଆନ୍ଦୋଳନ ଓ ରାଜନୈତିକ ବିବାଦ ଯୋଗୁ ଏହାକୁ ବନ୍ଦ କରିଥିଲା ପ୍ରଶାସନ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କ୍ୟାପିଟାଲ ହସ୍ପିଟାଲରେ କର୍କଟ ରୋଗୀ ପାଇବେ ମାଗଣା ଚିକିତ୍ସା

କ୍ୟାପିଟାଲ ହସ୍ପିଟାଲରେ କର୍କଟ ରୋଗୀ ପାଇବେ ମାଗଣା ଚିକିତ୍ସା

Read More...

ରିଲିଜ୍‌ ହୋଇଛି ‘କ୍ୟାପ୍‌ଟେନ୍‌ ମାର୍ବଲ୍‌’

ରିଲିଜ୍‌ ହୋଇଛି ‘କ୍ୟାପ୍‌ଟେନ୍‌ ମାର୍ବଲ୍‌’

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: