କର୍ମକ୍ଷେତ୍ର କୁ ଫେରିଲେ କରୋନା ଯୋଦ୍ଧା

August 22, 2020, ଓଡ଼ିଶା, ନବରଙ୍ଗପୁର, Uma Shankar Sahu
କର୍ମକ୍ଷେତ୍ର କୁ ଫେରିଲେ କରୋନା ଯୋଦ୍ଧା
Uma Shankar Sahu
[ Reporter-Nabarangpur ]
Bhagyaprabha News Bureau
August 22, 2020

ଗତ କିଛିଦିନ ହେଲା ୬ଜଣ ପୋଲିସ କର୍ମଚାରୀ କରୋନା ଆକ୍ରାନ୍ତ ହୋଇ ସ୍ଥାନୀୟ କୋଭିଡ ମେଡିକାଲ ରେ ଚିକିତ୍ସାଧିନ ଥିଲେ । ସେମାନେ ସୁସ୍ଥ ହୋଇ ପୁଣି କର୍ମକ୍ଷେତ୍ର ରେ ଯୋଗ ଦେବାକୁ ଆସିବାରୁ ସେମାନଙ୍କୁ ଏସ୍ପି ନିତିନ କୁସଲକର ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ । ଗତ କିଛି ଦିନ ହେଲା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏତିରୁ ବାଦ ପଡିନାହାନ୍ତି ପୋଲିସ କର୍ମଚାରି । ଜିଲ୍ଲାରେ ଲକଡାଉନ ସଟଡାଉନ ଜାରି ରହିଛି । କରୋନା ଯୋଦ୍ଧା ମାନଙ୍କ ମନବଳ ବଢାଇବା ପାଇଁ ଏସ୍ପିଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସରକାରୀ ଜମି ବିବାଦକୁ ନେଇ ଦୁଇଗୋଷ୍ଠୀ ସଂଘର୍ଷ ମାମଲା ; ଉଭୟ ଗୋଷ୍ଠୀରୁ ୧୨ ଗିରଫ

ସରକାରୀ ଜମି ବିବାଦକୁ ନେଇ ଦୁଇଗୋଷ୍ଠୀ ସଂଘର୍ଷ ମାମଲା ; ଉଭୟ ଗୋଷ୍ଠୀରୁ ୧୨ ଗିରଫ

Read More...

ଗଣେଶ ଚତୁର୍ଥୀ ଅବସରରେ ଦେଶବାସୀଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ଗଣେଶ ଚତୁର୍ଥୀ ଅବସରରେ ଦେଶବାସୀଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: