ସୋସିଆଲ ମିଡିଆ ଉପରେ ଅଙ୍କୁଶ ଲଗାଇଲେ ନିର୍ବାଚନ କମିଶନ

March 11, 2019, ରାଜନୀତି, , Bhagyaprabha News Bureau
ସୋସିଆଲ ମିଡିଆ ଉପରେ ଅଙ୍କୁଶ ଲଗାଇଲେ ନିର୍ବାଚନ କମିଶନ
Bhagyaprabha News Bureau
March 11, 2019

ଉଠିବା ଠାରୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆ ଉପରେ ଗୁରୁତ୍ୱ ଦେଉଛନ୍ତି । ରାଜନୈତିକ କ୍ଷେତ୍ରରେ ମଧ୍ୟ ସୋସିଆଲ ମିଡିଆର ଭୁମିକା ଅଧିକ ଗୁରୁତ୍ୱ ପୂର୍ଣ୍ଣ ହୋଇଛି । ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ରାଜନୈତିକ ଦଳ ଗୁଡିକ ନିଜର ପ୍ରଚାର ଓ ପ୍ରସାର ପାଇଁ ସୋସିଆଲ ମିଡିଆରେ ନିଜ ଆକାଉଣ୍ଟରେ ନେତା ଓ ଜନତାଙ୍କ ମତାମତ ଓ ଅଭିଯୋଗ ଦେଖିବାକୁ ମିଳେ । ଏହା ପୂର୍ବରୁ ରାଜନୈତିକ ଦଳ ମାନେ ନିଜ ପ୍ରଚାର ପାଇଁ ସୋସିଆଲ ମିଡିଆର ବ୍ୟବହାର କରିଥିବାର ନଜର ରହିଛି । ରବିବାର ସଂନ୍ଧ୍ୟାରେ ନୂଆଦିଲ୍ଲୀ ର ବିଜ୍ଞାନ ଭବନ ଠାରେ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ ତାରିଖ ଘୋଷଣା କରିବା ପରେ ଏକ ନୂଆ ନିୟମ କରି ସୋସିଆଲ ମିଡିଆ ଉପରେ ଅଙ୍କୁଶ ଲଗାଯିବ । ନିର୍ବାଚନରେ ପାର୍ଥୀ ପତ୍ର ଦାଖଲ କରିସାରିବା ପରେ ସୋସିଆଲ ମିଡିଆରେ କୈାଣସି ରାଜନୈତିକ ପ୍ରଚାର କରିବା ପୂର୍ବରୁ ଅନୁମତି ନେବା ଜରୁରୀ । ଇଂଣ୍ଟରନେଟ ଓ ମୋବାଇଲ ଆସୋସିଏସନ୍ ଅଫ୍ ଇଣ୍ଡିଆ କଡା ନଜର ରଖିବା ପାଇଁ ନିୟମାବଳୀ ପ୍ରସ୍ତୁତ କରିଛି । ଏହା ସହିତ ନାମାଙ୍କନ ପତ୍ର ଦାଖଲ ସମୟରେ ସୋସିଆଲ ମିଡିଆ ସଂପର୍କିତ ସୂଚନା ଦେବାକୁ ପଡିବ ବୋଲି ନିର୍ବାଚନ କମିଶନର ସୂଚନା ଦେଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଝିଅ ବିବାହ ସହାୟତା ୨୫ ହଜାରରୁ ୫୦ ହଜାରକୁ ବୃଦ୍ଧି କରିଲେ ନବୀନ

ଝିଅ ବିବାହ ସହାୟତା ୨୫ ହଜାରରୁ ୫୦ ହଜାରକୁ ବୃଦ୍ଧି କରିଲେ ନବୀନ

Read More...

ଚଳନ୍ତା କାରରେ ଲାଗିଲା ନିଆଁ ଲାଗି ମା ସହ ଜଳିଗଲେ ୨ ଝିଅ

ଚଳନ୍ତା କାରରେ ଲାଗିଲା ନିଆଁ ଲାଗି ମା ସହ ଜଳିଗଲେ ୨ ଝିଅ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: