ରାଷ୍ଟ୍ରପତି ଭବନରେ କୁଳଦୀପ ନାୟାରଙ୍କୁ ପଦ୍ମଭୂଷଣରେ ସମ୍ମାନିତ

March 11, 2019, ଦେଶଦୁନିଆ, , Bhagyaprabha News Bureau
ରାଷ୍ଟ୍ରପତି ଭବନରେ କୁଳଦୀପ ନାୟାରଙ୍କୁ ପଦ୍ମଭୂଷଣରେ ସମ୍ମାନିତ
Bhagyaprabha News Bureau
March 11, 2019

ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟପତି ଭବନ ରେ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ପୁରସ୍କାର ପ୍ରଦାନ କରି ସମ୍ମାନିତ କରିଛନ୍ତି । ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଛି । ସମୁଦାୟ ୧୧୨ ଜଣ ପୁରସ୍କାର ମନୋନୀତ କରାଯାଇଥିବା ସମୟରେ ୫୬ ଜଣଙ୍କୁ ପୁରଷ୍କାର ପ୍ରଦାନ କରାଯାଇଛି । ବିଶିଷ୍ଟ ସାମ୍ବାଦିକ କୁଳଦୀପ ନାୟାର , ସର୍ଦ୍ଦାର ସୁଖଦେବ ସିଂ ଢିଙ୍ଗରା , ହୁକୁମଦେବ ନାରାୟଣ ଯାଦବ , ଅଭିନେତା ମୋହନ ଲାଲଙ୍କୁ ପଦ୍ମଭୂଷଣ ,କ୍ୟାପଟେନ ଅଜୟ ଠାକୁର , ଟେବୁଲ ଟେନିସ ଖେଳାଳି ଶରଥ କମଳ , ପୂର୍ବତନ ବୈଦେଶିକ ସଚିବ ସୁମ୍ରମଣ୍ୟମ ଜୟଶଙ୍କର , ବିଭିନ୍ନ ବ୍ୟକ୍ତିଙ୍କୁ ରଷ୍ଟ୍ରପତି ସମ୍ମାନିତ କରିଛନ୍ତି । ଏହି ସମ୍ମାନିତ ପୁରସ୍କାର ପ୍ରଦାନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନିର୍ବାଚନ ପାଇଁ ସଜବାଜ ହେବେ କି ମନମୋହନ !

ନିର୍ବାଚନ ପାଇଁ ସଜବାଜ ହେବେ କି ମନମୋହନ !

Read More...

ଝିଅ ବିବାହ ସହାୟତା ୨୫ ହଜାରରୁ ୫୦ ହଜାରକୁ ବୃଦ୍ଧି କରିଲେ ନବୀନ

ଝିଅ ବିବାହ ସହାୟତା ୨୫ ହଜାରରୁ ୫୦ ହଜାରକୁ ବୃଦ୍ଧି କରିଲେ ନବୀନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: