ଘୁଞ୍ଚିଲା ୟୁଜିସି ଏନ୍‌ଇଟି ପରୀକ୍ଷା

September 15, 2020, ଶିକ୍ଷା, , BHAGYAPRABHA NEWS
ଘୁଞ୍ଚିଲା ୟୁଜିସି ଏନ୍‌ଇଟି ପରୀକ୍ଷା
BHAGYAPRABHA NEWS
[ INPUT ]
Bhagyaprabha News Bureau
September 15, 2020

ଘୁଂଚିଲା ସେପ୍ଟେମ୍ବର ୧୬ରେ ହେବାକୁ ଥିବା ୟୁଜିସି ଏନ୍‌ଇଟି ପରୀକ୍ଷା । ଏନେଇ ନ୍ୟାସନାଲା ଟେଷ୍ଟିଂ ଏଜେନ୍ସି ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛି । ଚଳିତ ବର୍ଷ ସେପ୍ଟେମ୍ବର ୨୪ ପରେ ଏହି ପରୀକ୍ଷା ହେବ ବୋଲି ଏନ୍‌ଇଟି ବିଜ୍ଞପ୍ତିରେ କହିଛି । ତେବେ ପରୀକ୍ଷା ତାରିଖ ସ୍ଥିତର ହେବା ପରେ ଆଡମିଟ କାର୍ଡର ବିବରଣୀ ugc.nta.nic.inରେ ଉପଲବ୍ଧ ହେବ ।ସେହିପରି ସେପ୍ଟେମ୍ବର ୧୬,୧୭, ଓ ୨୨ରେ ହେବାକୁ ଥିବା ଏନ୍‌ଟିଏର ଅନ୍ୟାନ୍ୟ ପରୀକ୍ଷା ମଧ୍ୟ ସ୍ଥଗିତ ରଖାଯାଇଛି । ଏହି ସବୁ ପରୀକ୍ଷାର ତାରିଖ ବାବଦରେ ଏନ୍‌ଟିଏ ପୁଣିଥରେ ବିଜ୍ଞପ୍ତି ପ୍ରକାଶ କରିବ । ସୂଚନାଯୋଗ୍ୟ ଯେ, ସାରା ଦେଶରେ କରୋନା ମହାମାରୀ ଯୋଗୁଁ ପରୀକ୍ଷା ଘୁଂଚାଇବାକୁ ଦାବି ହୋଇଥିଲା ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପିଆଜ ରପ୍ତାନୀ ଉପରେ ରୋକ ଲଗାଇଲେ କେନ୍ଦ୍ର ସରକାର

ପିଆଜ ରପ୍ତାନୀ ଉପରେ ରୋକ ଲଗାଇଲେ କେନ୍ଦ୍ର ସରକାର

Read More...

ଆସୁଛି ଆଉ ଏକ ଲଘୁଚାପ, ୨୧ ତାରିଖରୁ ବିଭିନ୍ନସ୍ଥାନରେ ବର୍ଷା

ଆସୁଛି ଆଉ ଏକ ଲଘୁଚାପ, ୨୧ ତାରିଖରୁ ବିଭିନ୍ନସ୍ଥାନରେ ବର୍ଷା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: