ଗାଡି ଧକ୍କାରେ ବୃଦ୍ଧା ମୃତ୍ୟୁ ମାମଲାରେ ଫେରାର ଗାଡି ଚାଳକ ଗିରଫ

September 18, 2020, ଅପରାଧ, ଗଞ୍ଜାମ, Kiran Behera
ଗାଡି ଧକ୍କାରେ ବୃଦ୍ଧା ମୃତ୍ୟୁ ମାମଲାରେ ଫେରାର ଗାଡି ଚାଳକ ଗିରଫ
Kiran Behera
[ Reporter,Digapahandi ]
Bhagyaprabha News Bureau
September 18, 2020

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବସଷ୍ଟାଣ୍ଡ ନିକଟରେ ଗତ ୬ ତାରିଖ ଭୋର ୫ ଟା ସମୟରେ ଏକ କାର ଧକ୍କାରେ ଦିଗପହଣ୍ଡି ଗଜାନନ ଗଳି ବାସିନ୍ଦା କାଞ୍ଚନ ବେହେରାଙ୍କ ମୃତ୍ୟୁ ଘଟିଥିଲା । ତେବେ ଘଟଣା ଘଟିବାପରେ ଗାଡି ଚାଳକ ଫେରାର ହୋଇଯାଇଥିଲା । ଏନେଇ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ଥାନା ମାମଲା ନଂ.୧୯୩/୨୦ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ। ଶୁକ୍ରବାର ଦିନ ଦିଗପହଣ୍ଡି ପୋଲିସ ଦିଗପହଣ୍ଡି ବ୍ଳକ ବଡ଼ଡୁମ୍ବୁଳା ଗ୍ରାମର ଗାଡି ଚାଳକ ରୋସନ ସେଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟରେ ଆଉ  ୪୧୮୦ କରୋନା ପଜିଟିଭ୍ ଟିହ୍ନଟ

ରାଜ୍ୟରେ ଆଉ ୪୧୮୦ କରୋନା ପଜିଟିଭ୍ ଟିହ୍ନଟ

Read More...

ମହିଳା ହୋମଗାର୍ଡଙ୍କୁ ସଂଘବଦ୍ଧ ଆକ୍ରମଣ ମାମଲା ; ସ୍ଵାମୀଙ୍କ ସମେତ ୫ ଥାନାରେ ଅଟକ

ମହିଳା ହୋମଗାର୍ଡଙ୍କୁ ସଂଘବଦ୍ଧ ଆକ୍ରମଣ ମାମଲା ; ସ୍ଵାମୀଙ୍କ ସମେତ ୫ ଥାନାରେ ଅଟକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: