ପ୍ରଥମ ପର୍ଯ୍ୟାୟ ଟିକେଟ ପାଇଁ ନବୀନ ନିବାସରେ ଚାଲିଛି ଟିକେଟ କସରତ

March 14, 2019, ଓଡ଼ିଶା, , Bhagyaprabha News Bureau
ପ୍ରଥମ ପର୍ଯ୍ୟାୟ ଟିକେଟ ପାଇଁ ନବୀନ ନିବାସରେ ଚାଲିଛି ଟିକେଟ କସରତ
Bhagyaprabha News Bureau
March 14, 2019

ବାଜିଛି ନିର୍ବଚନର ବିଗୁଲ ଦକ୍ଷିଣ ଓଡିଶାରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟର ନିର୍ବାଚନ ଏପ୍ରିଲ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ରେ ୪ ଟି ଲୋକସଭା କ୍ଷେତ୍ର ଏବଂ ୨୮ ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ଆଉ ଏଥିପାଇଁ କାହାକୁ ଟିକେଟ ମିଳିବ ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହୋଇଯାଇଥିବା ବେଳେ ନବୀନ ନିବାସରେ ହେଭିୱେଟ ନେତା ଓ ମନ୍ତ୍ରୀଙ୍କର ଭିଡ ଲାଗିଛି । ସମସ୍ତ ନିଜର ବାୟୋଡାଟା ଦେଖାଇ ସୁପ୍ରିମୋଙ୍କ ପାଖରେ ନେତା କରୁଛନ୍ତି ଟିକେଟ ଲବି । ବରିଷ୍ଠ ନେତା ବି ଟିକେଟ ପାଇଁ ଆଶାୟୀ ଥିବା କହିଛନ୍ତି । ଅନ୍ୟ ପଟେ ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ ଦେବା ନେଇ ନବୀନ ଘୋଷଣଆ କରିବା ପରେ ବଢିଚାଲିଛି ଆଶାୟୀ ଙ୍କ ଭିଡ । ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି ଉତ୍କଣ୍ଠା ବଢି ବଢି ଚାଲିଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତା ୧୮ ତାରିଖରୁ ଆରମ୍ଭ ହୋଇଯିବ ପ୍ରାର୍ଥୀପତ୍ର ଦାଖଲ । ଏହା ପୂର୍ବରୁ ନବୀନ ନିବାସକୁ ଛୁଟୁଛନ୍ତି ନେତା ତେବେ ଖିୁବ ଶୀଘ୍ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ ବୋଲି ଦଳ ତରଫରୁ କୁହାଯାଉଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବସରେ ଲାଗିଲା ନିଆଁ ଯୁବକ ଜୀବନ୍ତ ଦଗ୍ଧ

ବସରେ ଲାଗିଲା ନିଆଁ ଯୁବକ ଜୀବନ୍ତ ଦଗ୍ଧ

Read More...

ମସୁଦଙ୍କୁ ଆତଙ୍କୀ ଘୋଷଣାରେ ଚୀନ ପାଲଟିଛି କଣ୍ଟା

ମସୁଦଙ୍କୁ ଆତଙ୍କୀ ଘୋଷଣାରେ ଚୀନ ପାଲଟିଛି କଣ୍ଟା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: